ବିଜେଡି କର୍ପୋରେଟରଙ୍କ ଗିରଫ ଦାବିରେ ସୋମବାର କଟକ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଦେବ କଂଗ୍ରେସ

କଟକ: ଗତକାଲି ସିଏମ୍‌ସି କାଉନସିଲ୍ ବୈଠକରେ କଂଗ୍ରେସ କର୍ପୋରେଟରଙ୍କୁ ମାଡ଼ ମାରିଥିବା ବିଜେଡି କର୍ପୋରେଟରଙ୍କୁ ତୁରନ୍ତ ଗିରଫ କରା ନ ଗଲେ ଆସନ୍ତା ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କହିଛନ୍ତି କଟକ ନଗର କଂଗ୍ରେସ କମିଟି ସଭାପତି ମହମ୍ମଦ ମୁକିମ୍। ସଂପୃକ୍ତ ବିଜେଡି କର୍ପୋରେଟରଙ୍କ ଗିରଫ ଦାବିରେ ଆଜି କଂଗ୍ରେସ ପକ୍ଷରୁ ପୁରୀଘାଟ ଥାନା ଘେରାଉ କରାଯାଇଥିଲା। ବିଜେଡି କର୍ପୋରେଟର ଇତିଶ୍ରୀ ବେହେରାଙ୍କ ଏତଲା ଆଧାରରେ କଂଗ୍ରେସ୍ କର୍ପୋରେଟର ଅରୁଣ ସେଠୀ ଏବଂ […]

congress

congress

Rakesh Mallick
  • Published: Saturday, 30 July 2016
  • Updated: 30 July 2016, 04:23 PM IST

Sports

Latest News

congressକଟକ: ଗତକାଲି ସିଏମ୍‌ସି କାଉନସିଲ୍ ବୈଠକରେ କଂଗ୍ରେସ କର୍ପୋରେଟରଙ୍କୁ ମାଡ଼ ମାରିଥିବା ବିଜେଡି କର୍ପୋରେଟରଙ୍କୁ ତୁରନ୍ତ ଗିରଫ କରା ନ ଗଲେ ଆସନ୍ତା ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କହିଛନ୍ତି କଟକ ନଗର କଂଗ୍ରେସ କମିଟି ସଭାପତି ମହମ୍ମଦ ମୁକିମ୍।

ସଂପୃକ୍ତ ବିଜେଡି କର୍ପୋରେଟରଙ୍କ ଗିରଫ ଦାବିରେ ଆଜି କଂଗ୍ରେସ ପକ୍ଷରୁ ପୁରୀଘାଟ ଥାନା ଘେରାଉ କରାଯାଇଥିଲା।

ବିଜେଡି କର୍ପୋରେଟର ଇତିଶ୍ରୀ ବେହେରାଙ୍କ ଏତଲା ଆଧାରରେ କଂଗ୍ରେସ୍ କର୍ପୋରେଟର ଅରୁଣ ସେଠୀ ଏବଂ ଅନ୍ୟ କର୍ପୋରେଟରଙ୍କ ବିରୁଦ୍ଧରେ ଆଇପିସିର ଦଫା ୩୪୧, ୩୨୩, ୨୯୪, ୩୫୪-କ, ୫୦୯ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ବେଳେ ଅରୁଣ ସେଠୀଙ୍କ ଏତଲାକୁ ଆଧାର କରି ବିଜେଡି କର୍ପୋରେଟର ଇତିଶ୍ରୀ ଏବଂ ଅନ୍ୟ ୩ ଜଣ କର୍ପୋରେଟରଙ୍କ ବିରୁଦ୍ଧରେ ୩୪୧, ୩୨୩, ୨୯୪, ୫୦୬, ୩୪ ଆଇପିସି, ୩-ଏସ୍‌ସି/ଏସ୍‌ଟି ଆକ୍ଟରେ ମାମଲା ରୁଜୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story