ସାନି ମତଦାନ ଦାବିରେ କଂଗ୍ରେସର ଧାରଣା

ଯାଜପୁର(ଅଭୟ ପତି): ଆଜି କଂଗ୍ରେସର ସୁକିନ୍ଦା ବିଧାନସଭା ପ୍ରାର୍ଥୀ ଶରତ ରାଉତଙ୍କ ନେତୃତ୍ୱରେ କଳିଙ୍ଗ ନଗର ସ୍ଥିତ ଏଡିଏମ୍‌ଙ୍କ ଅଫିସ୍ ଆଗରେ ଦଳୀୟ କର୍ମୀମାନେ ଧାରଣାରେ ବସିଛନ୍ତି। ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାବଣା, କେନ୍ଦୁଢ଼ିପି ଓ ଦସମାଣିଆର ୧୮୧, ୧୮୨ ଓ ୧୮୩ ନମ୍ବର ବୁଥ୍‌ରେ ବିଜେଡି ପୋଲିଂ ଏଜେଣ୍ଟ ରିଗିଂ କରିଥିବା ଶରତ ଅଭିଯୋଗ କରିଛନ୍ତି। ଏହି ବୁଥ୍‌ ଗୁଡ଼ିକରେ ସାନି ମତଦାନ ପାଇଁ ସେ ଦାବି କରିଛନ୍ତି। ଏନେଇ ସୁକିନ୍ଦା କଂଗ୍ରେସ ପକ୍ଷରୁ […]

office1

office1

Tapaswini Nayak
  • Published: Wednesday, 01 May 2019
  • Updated: 01 May 2019, 01:23 PM IST

Sports

Latest News

ଯାଜପୁର(ଅଭୟ ପତି): ଆଜି କଂଗ୍ରେସର ସୁକିନ୍ଦା ବିଧାନସଭା ପ୍ରାର୍ଥୀ ଶରତ ରାଉତଙ୍କ ନେତୃତ୍ୱରେ କଳିଙ୍ଗ ନଗର ସ୍ଥିତ ଏଡିଏମ୍‌ଙ୍କ ଅଫିସ୍ ଆଗରେ ଦଳୀୟ କର୍ମୀମାନେ ଧାରଣାରେ ବସିଛନ୍ତି।

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାବଣା, କେନ୍ଦୁଢ଼ିପି ଓ ଦସମାଣିଆର ୧୮୧, ୧୮୨ ଓ ୧୮୩ ନମ୍ବର ବୁଥ୍‌ରେ ବିଜେଡି ପୋଲିଂ ଏଜେଣ୍ଟ ରିଗିଂ କରିଥିବା ଶରତ ଅଭିଯୋଗ କରିଛନ୍ତି। ଏହି ବୁଥ୍‌ ଗୁଡ଼ିକରେ ସାନି ମତଦାନ ପାଇଁ ସେ ଦାବି କରିଛନ୍ତି।

ଏନେଇ ସୁକିନ୍ଦା କଂଗ୍ରେସ ପକ୍ଷରୁ ଏକ ଲିଖିତ ଅଭିଯୋଗ ପତ୍ର ଏଡିଏମ୍‌ଙ୍କ ମାଧ୍ୟମରେ ନିର୍ଵାଚନ କମିଶନଙ୍କୁ ଦେବା ସହ ଏଠାରେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ କରିବାକୁ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos