ମହଙ୍ଗା ହେଲା ମହିମା ମୋହ: ଚାକିରି ହରାଇଲେ କନ୍‌ଷ୍ଟେବଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହଙ୍ଗା ହେଲା ମହିମା ମୋହ। ଗିରଫ ପରେ ନିଲମ୍ୱିତ ହେଲେ କଟକ ଏପିଆର୍‌ ହାବିଲଦାର ଧନଞ୍ଜୟ ଦତ୍ତ। ବେନିୟମ କାର୍ଯ୍ୟ ଓ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ତାଙ୍କୁ କଟକ ଡିସିପି ତାଙ୍କୁ ନିଲମ୍ବିତ କରିଛନ୍ତି। କେଉଁ ପରିସ୍ଥିତିରେ ୨୦ ରାଉଣ୍ଡ ସର୍ଭିସ ଗୁଳି ଧରି ଏୟାରପୋର୍ଟ ଯାଉଥିଲେ ଧନଞ୍ଜୟ? ଏୟାରପୋର୍ଟର ସୁରକ୍ଷାକର୍ମୀଙ୍କୁ ଅନ୍ୟ ଜଣଙ୍କ ନାଁ କହିବା ପଛରେ କ’ଣ ଥିଲା ଉଦ୍ଦେଶ୍ୟ? ଡ୍ୟୁଟି ବଡ ନା କାହାରିକୁ ନଜଣାଇ ଚାଟାର୍ଡ ଫ୍ଲାଇଟରେ ବାହାରକୁ […]

constable suspended

constable suspended

Rakesh Mallick
  • Published: Friday, 22 June 2018
  • Updated: 22 June 2018, 07:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହଙ୍ଗା ହେଲା ମହିମା ମୋହ। ଗିରଫ ପରେ ନିଲମ୍ୱିତ ହେଲେ କଟକ ଏପିଆର୍‌ ହାବିଲଦାର ଧନଞ୍ଜୟ ଦତ୍ତ। ବେନିୟମ କାର୍ଯ୍ୟ ଓ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ତାଙ୍କୁ କଟକ ଡିସିପି ତାଙ୍କୁ ନିଲମ୍ବିତ କରିଛନ୍ତି। କେଉଁ ପରିସ୍ଥିତିରେ ୨୦ ରାଉଣ୍ଡ ସର୍ଭିସ ଗୁଳି ଧରି ଏୟାରପୋର୍ଟ ଯାଉଥିଲେ ଧନଞ୍ଜୟ? ଏୟାରପୋର୍ଟର ସୁରକ୍ଷାକର୍ମୀଙ୍କୁ ଅନ୍ୟ ଜଣଙ୍କ ନାଁ କହିବା ପଛରେ କ’ଣ ଥିଲା ଉଦ୍ଦେଶ୍ୟ? ଡ୍ୟୁଟି ବଡ ନା କାହାରିକୁ ନଜଣାଇ ଚାଟାର୍ଡ ଫ୍ଲାଇଟରେ ବାହାରକୁ ଯିବା ହାବିଲଦାରଙ୍କ ପାଇଁ ବଡ। ଏସବୁ ଦିଗକୁ ନେଇ ଖୋଲତାଡ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ମହିମାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଟିମକୁ ପରିବର୍ତ୍ତନ କରାଯାଇପାରେ ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ ସଙ୍କେତ ଦେଇଛନ୍ତି।

ଶିଳ୍ପପତି ମହିମା ମିଶ୍ର କଡା ସୁରକ୍ଷା ଭିତରେ ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଛନ୍ତି। ନିଲମ୍ବିତ ହୋଇଥିବା ହାବିଲଦାର ଧନଞ୍ଜୟଙ୍କ ସମେତ କିଛି କନଷ୍ଟେବଳ ତାଙ୍କୁ ସୁରକ୍ଷା ଯୋଗାଇ ଦେଉଥିଲେ। ରାଜ୍ୟ ଏପରି ଘଟଣା ପ୍ରଥମ ନୁହେଁ। ଅତୀତରେ ଅର୍ଥତତ୍ତ୍ୱ ଚିଟଫଣ୍ଡ  ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଫୋନରେ କଥା ହେବାକୁ ସୁଯୋଗ ଦେଇ ଏକାଧିକ ସୁରକ୍ଷା କର୍ମୀଙ୍କୁ ହଟହଟା ହେବାକୁ ପଡିଥିଲା। ଏମିତିକି ନବଦିଗନ୍ତ ଚିଟଫଣ୍ଡ ମାମଲାରେ ପୂର୍ବତନ ବିଧାୟକଙ୍କୁ ଫୋନ ସୁବିଧା ଦେଇଥିବାରୁ ସୁରକ୍ଷାକର୍ମୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ହୋଇଥିଲା। ତେବେ ବନ୍ଦୀଙ୍କ ପ୍ରତି ସୁରକ୍ଷାକର୍ମୀଙ୍କ ଏପରି  ଅନୁକମ୍ପାକୁ କିଛି ପୂର୍ବତନ ଡିଜିପି ତୀବ୍ର ନିନ୍ଦା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story