ସରକାରୀ କ୍ୱାର୍ଟର୍ସରୁ କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଧର୍ମଗଡ଼(ଓଡ଼ିଶା ରିପୋର୍ଟର): ସରକାରୀ କ୍ୱାର୍ଟର୍ସରୁ OSAP କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ କନଷ୍ଟେବଲ ଜଣଙ୍କ ହେଲେ ଦେବରାଜ ନାଏକ। ସେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡିରେ କନଷ୍ଟେବଲ ଭାବେ କାର୍ଯ୍ୟରତ ଥିଲେ। ଦେବରାଜଙ୍କ ଘର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡିରେ ବୋଲି ଜଣାଯାଇଛି। ଆଜି ସକାଳେ ଦେବରାଜଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା। ସେ ସରକାରୀ ବାସଭବନରେ ଏକା ରହୁଥିଲେ। ତାଙ୍କ ପରିବାର ଲୋକେ ନନ୍ଦାହାଣ୍ଡିରେ ରହୁଥିଲେ। ସେ […]

police-3

police-3

Tapaswini Nayak
  • Published: Monday, 05 December 2022
  • Updated: 05 December 2022, 12:32 PM IST

Sports

Latest News

ଧର୍ମଗଡ଼(ଓଡ଼ିଶା ରିପୋର୍ଟର): ସରକାରୀ କ୍ୱାର୍ଟର୍ସରୁ OSAP କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ କନଷ୍ଟେବଲ ଜଣଙ୍କ ହେଲେ ଦେବରାଜ ନାଏକ। ସେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡିରେ କନଷ୍ଟେବଲ ଭାବେ କାର୍ଯ୍ୟରତ ଥିଲେ। ଦେବରାଜଙ୍କ ଘର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡିରେ ବୋଲି ଜଣାଯାଇଛି।

ଆଜି ସକାଳେ ଦେବରାଜଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା। ସେ ସରକାରୀ ବାସଭବନରେ ଏକା ରହୁଥିଲେ। ତାଙ୍କ ପରିବାର ଲୋକେ ନନ୍ଦାହାଣ୍ଡିରେ ରହୁଥିଲେ। ସେ ବିବାହିତ ଥିଲେ।

ଦେବରାଜ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାର କାରଣ ଅସଷ୍ଟ ରହିଛି। ପୁଲିସ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି। ଧର୍ମଗଡ଼ ଡିଏସ୍‌ପି ଓ ଗୋଲାମୁଣ୍ଡା ଆଇଆଇସି ପହଞ୍ଚି ତଦନ୍ତ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story