ଠିକାଦାରଙ୍କୁ ଗୁଳି ମାରି ହତ୍ୟା

କଳାହାଣ୍ଡି (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବାଜିବାହାଲି ଗାଁରେ ଜଣେ ସୁପରକ୍ଲାସ ଠିକାଦାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଠିକାଦାର ହେଲେ ଶିବଶଙ୍କର ଦାସ। ଶିବ କର୍ମଚାରୀ ଏବଂ ଶ୍ରମିକଙ୍କୁ ଟଙ୍କା ପୈଠ କରି କ୍ୟାମ୍ପରେ ବସିଥିବାବେଳେ ସଂଘବଦ୍ଧ ଭାବେ କିଛଇ ଲୋକ ଆସି ତାଙ୍କୁ ଗୁଳି କରିଥିଲେ। ୩ଟି ବାଇକ୍‌ରେ ୭ ଜଣ ବନ୍ଧୁକଧାରୀ ଆସି ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଶିବଙ୍କ ହତ୍ୟା […]

kalahandi

kalahandi

Rakesh Mallick
  • Published: Friday, 16 February 2018
  • Updated: 16 February 2018, 10:26 PM IST

Sports

Latest News

କଳାହାଣ୍ଡି (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବାଜିବାହାଲି ଗାଁରେ ଜଣେ ସୁପରକ୍ଲାସ ଠିକାଦାରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଠିକାଦାର ହେଲେ ଶିବଶଙ୍କର ଦାସ। ଶିବ କର୍ମଚାରୀ ଏବଂ ଶ୍ରମିକଙ୍କୁ ଟଙ୍କା ପୈଠ କରି କ୍ୟାମ୍ପରେ ବସିଥିବାବେଳେ ସଂଘବଦ୍ଧ ଭାବେ କିଛଇ ଲୋକ ଆସି ତାଙ୍କୁ ଗୁଳି କରିଥିଲେ।

୩ଟି ବାଇକ୍‌ରେ ୭ ଜଣ ବନ୍ଧୁକଧାରୀ ଆସି ତାଙ୍କ ଉପରକୁ ୪ ରାଉଣ୍ଡ ଗୁଳି କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଶିବଙ୍କ ହତ୍ୟା ପଛରେ ମାଓବାଦୀଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଛି।  ସମସ୍ତ ବନ୍ଧୁକଧାରୀ ମାଓବାଦୀ ଜିନ୍ଦାବାଦ କହି ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି।

https://www.youtube.com/watch?v=sZH-TmXwFhU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story