ବିଧାନସଭା ପୂର୍ବରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ଵର(ଓଡିଶା ରିପୋର୍ଟର): ବିଧାନସଭା ବସିବା ପୂର୍ବରୁ ସବୁ ବିଧାୟକ ଓ ଷ୍ଟାଫଙ୍କର ହେବ କରୋନା ଟେଷ୍ଟ। ଯେବେ ବିଧାନସଭା ବସିବ, ତାର ଦୁଇ ଦିନ ପୂର୍ବରୁ ହେବ କରୋନା ଟେଷ୍ଟ। ଜଣେ ବରିଷ୍ଠ ଅଧିକାରୀ ଏନେଇ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,  ବିଧାନସଭାରେ ସ୍ଵତନ୍ତ୍ର କାଉଣ୍ଟର ହୋଇ ସବୁ ବିଧାୟକ ଓ ଷ୍ଟାଫଙ୍କର RT-PCR ଟେଷ୍ଟ କରାଯିବ। ବିଧାନସଭାର ୫ ଦିନ ପରେ ବିଧାୟକମାନଙ୍କର ରାପିଡ୍ ଟେଷ୍ଟ କରାଯିବ। ଏହା ସହ ବିଧାନସଭାକୁ ଆସୁଥିବା […]

corona-22

corona-22

Tapaswini Nayak
  • Published: Monday, 07 September 2020
  • Updated: 07 September 2020, 02:44 PM IST

Sports

Latest News

ଭୁବନେଶ୍ଵର(ଓଡିଶା ରିପୋର୍ଟର): ବିଧାନସଭା ବସିବା ପୂର୍ବରୁ ସବୁ ବିଧାୟକ ଓ ଷ୍ଟାଫଙ୍କର ହେବ କରୋନା ଟେଷ୍ଟ। ଯେବେ ବିଧାନସଭା ବସିବ, ତାର ଦୁଇ ଦିନ ପୂର୍ବରୁ ହେବ କରୋନା ଟେଷ୍ଟ। ଜଣେ ବରିଷ୍ଠ ଅଧିକାରୀ ଏନେଇ ଆଜି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ,  ବିଧାନସଭାରେ ସ୍ଵତନ୍ତ୍ର କାଉଣ୍ଟର ହୋଇ ସବୁ ବିଧାୟକ ଓ ଷ୍ଟାଫଙ୍କର RT-PCR ଟେଷ୍ଟ କରାଯିବ। ବିଧାନସଭାର ୫ ଦିନ ପରେ ବିଧାୟକମାନଙ୍କର ରାପିଡ୍ ଟେଷ୍ଟ କରାଯିବ। ଏହା ସହ ବିଧାନସଭାକୁ ଆସୁଥିବା ବରିଷ୍ଠ ଅଫିସରଙ୍କର ଆଣ୍ଟିଜେନ୍ ଟେଷ୍ଟ ହେବ।

ସୂଚନାଯୋଗ୍ୟ, ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଅଧିବେଶନର ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story