ହାଇକୋର୍ଟରେ କରୋନା ସତର୍କତା, ୩୧ଯାଏ ତାଲିକାଭୁକ୍ତ ହେବନି ମାମଲା

କଟକ (ଓଡ଼ିଶା ରିପୋର୍ଟର): କରୋନା ପାଇଁ ହାଇକୋର୍ଟରେ ମାମଲା ବିଚାର ସମ୍ପର୍କରେ ନିର୍ଦ୍ଦେଶନାମା ଜାରି ହୋଇଛି। ୨୩ ତାରିଖ ପାଇଁ ତାଲିକାଭୁକ୍ତ ମାମଲାର ଶୁଣାଣି ସ୍ଥଗିତ ରଖାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଆଉ କୌଣସି ମାମଲା ତାଲିକାଭୁକ୍ତ ହେବନାହିଁ ବୋଲି କୁହାଯାଇଛି। ଏହାସହ ଅତି ଗୁରୁତ୍ୱପୂର୍ଣ୍ଣ ମାମଲା ବିଚାର ବିଭାଗୀୟ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଯିବ। ହ୍ୱାଟ୍ସଆପ୍ ଓ ଭିଡିଓ କଲ ଜରିଆରେ ଏ ସମ୍ପର୍କରେ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଯିବ ବୋଲି କୁହାଯାଇଛି। ଆବଶ୍ୟକ ଅନୁସାରେ ରୋଟେସନ […]

98888888888-650x430

98888888888-650x430

Tapaswini Nayak
  • Published: Monday, 23 March 2020
  • Updated: 23 March 2020, 02:28 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କରୋନା ପାଇଁ ହାଇକୋର୍ଟରେ ମାମଲା ବିଚାର ସମ୍ପର୍କରେ ନିର୍ଦ୍ଦେଶନାମା ଜାରି ହୋଇଛି। ୨୩ ତାରିଖ ପାଇଁ ତାଲିକାଭୁକ୍ତ ମାମଲାର ଶୁଣାଣି ସ୍ଥଗିତ ରଖାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଆଉ କୌଣସି ମାମଲା ତାଲିକାଭୁକ୍ତ ହେବନାହିଁ ବୋଲି କୁହାଯାଇଛି।

ଏହାସହ ଅତି ଗୁରୁତ୍ୱପୂର୍ଣ୍ଣ ମାମଲା ବିଚାର ବିଭାଗୀୟ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଯିବ। ହ୍ୱାଟ୍ସଆପ୍ ଓ ଭିଡିଓ କଲ ଜରିଆରେ ଏ ସମ୍ପର୍କରେ ଡେପୁଟି ରେଜିଷ୍ଟ୍ରାରଙ୍କୁ ଜଣାଯିବ ବୋଲି କୁହାଯାଇଛି।

ଆବଶ୍ୟକ ଅନୁସାରେ ରୋଟେସନ ଭିତ୍ତିରେ ଷ୍ଟାଫ ନିୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଦେଶନାମା ଲାଗୁ କରିବାକୁ ରେଜିଷ୍ଟ୍ରାର ଜେନେରାଲ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story