ସେପ୍ଟେମ୍ବରରେ କରୋନାର ଖେଳ ଶେଷ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ଅଗଷ୍ଟରେ ପିକ୍‌ରେ ରହିବ। ତା’ ପରେ ଖସିବ। ସେପ୍ଟେମ୍ବର ବେଳକୁ ‘କରୋନା’ କ୍ଲିନ୍‌ ହୋଇଯିବ ବୋଲି ଆଶା କରାଯାଉଛି। ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା। ସେ କହିଛନ୍ତି-“ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଅନେକ ଜିଲ୍ଲାରେ ସ୍ଥିତି ସ୍ଥିର ରହିଛି। କିଛି ଜାଗାରେ କରୋନା ନିୟନ୍ତ୍ରଣ ହୋଇଗଲାଣି।“ ସେ ଆହୁରି କହିଛନ୍ତି-“କିଛି ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ତା’ ପରେ […]

corona-in-odisha

corona-in-odisha

Tapaswini Nayak
  • Published: Friday, 07 August 2020
  • Updated: 07 August 2020, 07:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ଅଗଷ୍ଟରେ ପିକ୍‌ରେ ରହିବ। ତା’ ପରେ ଖସିବ। ସେପ୍ଟେମ୍ବର ବେଳକୁ ‘କରୋନା’ କ୍ଲିନ୍‌ ହୋଇଯିବ ବୋଲି ଆଶା କରାଯାଉଛି। ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା।

ସେ କହିଛନ୍ତି-“ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଅନେକ ଜିଲ୍ଲାରେ ସ୍ଥିତି ସ୍ଥିର ରହିଛି। କିଛି ଜାଗାରେ କରୋନା ନିୟନ୍ତ୍ରଣ ହୋଇଗଲାଣି।“

ସେ ଆହୁରି କହିଛନ୍ତି-“କିଛି ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ତା’ ପରେ ଖସିବ। ଅଗଷ୍ଟରେ କରୋନା ପିକ୍ ହୋଇ ତା’ ପରେ ଖସିବ। ସେପ୍ଟେମ୍ବରରେ କରୋନା କ୍ଲିନ୍‌ ହୋଇଯିବ ବୋଲି ଅଶା କରାଯାଉଛି। ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ଭୟ କରିବାର ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos