ସେପ୍ଟେମ୍ବରରେ କରୋନାର ଖେଳ ଶେଷ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ଅଗଷ୍ଟରେ ପିକ୍‌ରେ ରହିବ। ତା’ ପରେ ଖସିବ। ସେପ୍ଟେମ୍ବର ବେଳକୁ ‘କରୋନା’ କ୍ଲିନ୍‌ ହୋଇଯିବ ବୋଲି ଆଶା କରାଯାଉଛି। ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା।

ସେ କହିଛନ୍ତି-“ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଅନେକ ଜିଲ୍ଲାରେ ସ୍ଥିତି ସ୍ଥିର ରହିଛି। କିଛି ଜାଗାରେ କରୋନା ନିୟନ୍ତ୍ରଣ ହୋଇଗଲାଣି।“

ସେ ଆହୁରି କହିଛନ୍ତି-“କିଛି ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ତା’ ପରେ ଖସିବ। ଅଗଷ୍ଟରେ କରୋନା ପିକ୍ ହୋଇ ତା’ ପରେ ଖସିବ। ସେପ୍ଟେମ୍ବରରେ କରୋନା କ୍ଲିନ୍‌ ହୋଇଯିବ ବୋଲି ଅଶା କରାଯାଉଛି। ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ଭୟ କରିବାର ନାହିଁ।”

ଆହୁରି ପଢ଼ନ୍ତୁ

ନିର୍ବାଚନୀ ଲଲିପପ୍ : ତିର୍ତ୍ତୋଲରେ ବ୍ରିଜ୍ ଓ ବାଲେଶ୍ୱରରେ ଆଦର୍ଶ ବସ୍ତି କଲୋନୀର ଶିଳାନ୍ୟାସ

ବିଜେଡି ବିଧାୟକ ଦଳ ବୈଠକ: କେନ୍ଦ୍ରକୁ ବିରୋଧ ପାଇଁ ବି ଭୟ

ସୁସ୍ଥ ହେଲେ ୪୦୧୪

ସଫଳ ହୋଇଛି ପ୍ୟାରୀଙ୍କ ବିଦ୍ରୋହ!

ନୂଆ ରାସ୍ତାରେ ପାଦ ଥାପିଲେ ବର୍ଷା

ଆଜି ଆଉ ୩୪୨ ଆକ୍ରାନ୍ତ ଚିହ୍ନଟ

କଳ୍ପତରୁଙ୍କ ଖୋଲା ଚିଠି: ହେ ନବୀନ ବାବୁ ମୁଁ ଦଳ ପାଇଁ ଯୌବନକୁ ନଷ୍ଟ କରିଛି, ଚାଟୁକାରିତା କେତେ ଦିନ ଚାଲିବ ?

ଇସ୍ତଫା ପରେ ବିଜେଡିରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା

ଆଜି ବସିବ କଂଗ୍ରେସ ଓ ଶାସକ ବିଜେଡିର ବିଧାୟକ ଦଳ ବୈଠକ

ରାଜ୍ୟରେ ୮୦୦ ପାର୍‌ କଲା କରୋନା ମୃତକଙ୍କ ସଂଖ୍ୟା

ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର ଦର୍ଶାଇ ବିକୁଥିଲା ଆମାଜନ୍‌, ଦୋଷ ମାନିଲା

ଆଜି ବାହାରିବ ଯୁକ୍ତ ୩ ଆଡମିଶନ୍‌ର ପ୍ରଥମ ମେରିଟ୍ ଲିଷ୍ଟ