ସୀମା ସୁରକ୍ଷାର ଜାଗ୍ରତ ପ୍ରହରୀ

ପାରଦୀପ(ଓଡିଶା ରିପୋର୍ଟର): ଏବେ ଭାରତୀୟ ଜଳ ସୀମାକୁ ସୁରକ୍ଷା ଦେବ ବିଶାଳ ଜଳ ଜାହାଜ ‘ସୁଜୟ’। ସୀମାରେ ଜାଗ୍ରତ ପ୍ରହରି ସାଜି ଶତ୍ରୁ ଉପରେ ରଖିବ କଡ଼ା ନଜର। ଏହା ଯେ ଖାଲି ଶତ୍ରୁ ବିନାଶ ଲାଗି କାର୍ଯ୍ୟକରିବ ତା ନୁହେଁ ବରଂ ବିପଦରେ ପଡିଥିବା ଲୋକଙ୍କ ପାଇଁ ମଧ୍ୟ ଏହା ଉଦ୍ଧାରକାରୀ ଭାବେ କାର୍ଯ୍ୟ କରିବ। ଆଜି ଏହି ଜାହାଜଟି ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ୍‌ ହୋଇଛି। । ସୋମବାର ସୁଜୟ ପାରାଦୀପ ବନ୍ଦରର କୋଷ୍ଟଗାର୍ଡ […]

1

1

Rakesh Mallick
  • Published: Wednesday, 17 January 2018
  • Updated: 17 January 2018, 07:45 AM IST

Sports

Latest News

ପାରଦୀପ(ଓଡିଶା ରିପୋର୍ଟର): ଏବେ ଭାରତୀୟ ଜଳ ସୀମାକୁ ସୁରକ୍ଷା ଦେବ ବିଶାଳ ଜଳ ଜାହାଜ 'ସୁଜୟ'। ସୀମାରେ ଜାଗ୍ରତ ପ୍ରହରି ସାଜି ଶତ୍ରୁ ଉପରେ ରଖିବ କଡ଼ା ନଜର। ଏହା ଯେ ଖାଲି ଶତ୍ରୁ ବିନାଶ ଲାଗି କାର୍ଯ୍ୟକରିବ ତା ନୁହେଁ ବରଂ ବିପଦରେ ପଡିଥିବା ଲୋକଙ୍କ ପାଇଁ ମଧ୍ୟ ଏହା ଉଦ୍ଧାରକାରୀ ଭାବେ କାର୍ଯ୍ୟ କରିବ। ଆଜି ଏହି ଜାହାଜଟି ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ୍‌ ହୋଇଛି। । ସୋମବାର ସୁଜୟ ପାରାଦୀପ ବନ୍ଦରର କୋଷ୍ଟଗାର୍ଡ ବର୍ଥରେ ପହଞ୍ଚିବା ପରେ ତଟରକ୍ଷି ବାହିନୀ ପକ୍ଷରୁ ଭବ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା। ଏବେ ଏହା ଦେଶର ଜଳ ସୀମାରେ ପେଟ୍ରୋଲିଂ କରିବ। ପେଟ୍ରୋଲିଂ ଜାହାଜ 'ବଜ୍ର' ଅବସର ନେବାପରେ ତା' ସ୍ଥାନରେ 'ସୁଜୟ' ସାମିଲ୍ ହୋଇଛି। ଆସନ୍ତୁ ଜାଣିବା 'ସୁଜୟ'ର ବିଶେଷତ୍ତ୍ୱ ସମ୍ପର୍କରେ।

ଏହି ଅତ୍ୟାଧୁନିକ ଜାହାଜ ଉପକୁଳ ସୁରକ୍ଷା କରିବା ସହିତ କଇଁଛ ସୁରକ୍ଷା ଓ ପ୍ରାକୃତିକ ବିପଯ୍ର୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ। ଏଥିରେ ୧୨ ଜଣ ଅଧିକାରୀ ଏବଂ ୯୪ ଜଣ ଜବାନ ରହିଛନ୍ତି। ସୁଜୟ ପେଟ୍ରୋଲିଂ ଜାହାଜର ଲମ୍ବ ୧୦୫ ମିଟର  ଓ ଓଜନ ୨,୩୫୦ ଟନ୍‌ । ଏହାର ସର୍ବାଧିକ ବେଗ ୨୩ ନଟ୍‌ସ ରହିଥିବା ବେଳେ ଏଥିରେ ୯,୧୦୦ ୱାଟ୍‌ ବିଶିଷ୍ଟ ଡିଜେଲ୍‌ ମେସିନ୍‌ ଲାଗିଛି। ଏହାକୁ ନିର୍ମାଣ କରିଛି ଗୋଆ ସିପ୍‌ୟାର୍ଡ ମିଲିଟେଡ୍‌ କମ୍ପାନୀ। ଏଥିରେ ଲାଗିଥିବା ଇଣ୍ଟିଗ୍ରେଟେଡ୍‌ ବ୍ରିଜ୍ ସିଷ୍ଟମ, ଇଣ୍ଟିଗ୍ରେଟେଡ୍‌ ମେସିନାରୀ କଣ୍ଟ୍ରୋଲ୍‌ ସିଷ୍ଟମ, ପାୱାର ମ୍ୟାନେଜମେଣ୍ଟ ସିଷ୍ଟମ ଓ ୩୦ ଏମ୍‌ଏମ୍‌ ସିଆର୍‌ଏନ୍‌, ୯୧ ନାଭାଲ ଗନ୍ ଓ ଅଧିକ କ୍ଷମତାର ଅଗ୍ନି ନିରୋଧକ ଯନ୍ତ୍ର ଜାହାଜକୁ ଶକ୍ତିଶାଳି କରି ଗଢ଼ି ତୋଳିଛି। ଖାଲି ସେତିକି ନୁହେଁ ଏଥିରେ ଥିବା ଦୁଇଟି ହେଲିକ୍ୟାପ୍ଟର ଓ ୫ଟି ହାଇସ୍ପିଡ୍‌ ବୋଟ୍‌ ଜାହାଜର ଶକ୍ତିକୁ ଦ୍ୱିଗୁଣିତ କରିଛି।

ଏହା ସମୁଦ୍ରରେ ବିପଦରେ ପଡ଼ିଥିବା ଲୋକଙ୍କୁ ଉଦ୍ଧାର କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ତଦାରଖ କରିବ। ପାଣିରେ ତେଲ ଲିକ୍‌ ହୋଇ ଜଳ ପ୍ରଦୂଷଣ ହେଉଥିବାରୁ ଏହାକୁ ରୋକିବା ପାଇଁ 'ସୁଜୟ'ର ସାହାଯ୍ୟ ନିଆଯିବ। ଏଣେ ଅବସର ନେଇଥିବା ପେଟ୍ରୋଲିଂ ଜାହାଜ 'ବଜ୍ର'କୁ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ମିଉଜିୟମରେ ରଖିବାକୁ ସ୍ଥିର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story