ଡକାୟତଙ୍କ ଭୁଜାଲି ଚୋଟରେ ଦମ୍ପତି ଗୁରୁତର

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ):  କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ୨ଟି ଘରୁ ଡକାୟତି ହୋଇଥିବା ବେଳେ ଡକାୟତଙ୍କ ଭୁଜାଲି ଚୋଟରେ ଏକ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କାହ୍ନୁଚରଣ ନାୟକ ଓ ତାଙ୍କ ପତ୍ନୀ। କାହ୍ନୁଚରଣଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ପତ୍ନୀ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ୬ ଜଣ ଡକାୟତ ଗ୍ରୀଲ୍‌ରେ […]

policestation

policestation

Tapaswini Nayak
  • Published: Monday, 21 September 2020
  • Updated: 21 September 2020, 10:37 AM IST

Sports

Latest News

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ):  କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଗାଁରେ ଗତକାଲି ବିଳମ୍ବିତ ରାତିରେ ୨ଟି ଘରୁ ଡକାୟତି ହୋଇଥିବା ବେଳେ ଡକାୟତଙ୍କ ଭୁଜାଲି ଚୋଟରେ ଏକ ଦମ୍ପତି ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କାହ୍ନୁଚରଣ ନାୟକ ଓ ତାଙ୍କ ପତ୍ନୀ। କାହ୍ନୁଚରଣଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ପତ୍ନୀ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।

ଗତକାଲି ବିଳମ୍ବିତ ରାତିରେ ୬ ଜଣ ଡକାୟତ ଗ୍ରୀଲ୍‌ରେ ପଡ଼ିଥିବା ତାଲା ଭାଙ୍ଗି କାହ୍ନୁଚରଣଙ୍କ ଘରେ ପଶିଥିଲେ। ସେମାନେ ଚୋରି କରୁଥିବା ସମୟରେ ପରିବାର ଲୋକେ ଉଠି ପଡ଼ିଥିଲେ। ଏହା ପରେ ସେମାନେ ଭୁଜାଲିରେ କାହ୍ନୁଚରଣ ଓ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। କାହ୍ନୁଚରଣଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏହା ପରେ ଡକାୟତମାନେ ଟଙ୍କା ଓ ସୁନାଗହଣା ନେଇ ସେଠାରୁ ପଳାଇ ଯାଇଥିଲେ।

ସେହି ରାତିରେ ସେମାନେ ଗାଁର ଅନ୍ୟ ଜଣଙ୍କ ଘରେ ମଧ୍ୟ ପଶିଥିଲେ। ସେଠାରେ ସେମାନେ ପରିବାର ଲୋକଙ୍କୁ ଏକ ରୁମ୍‌ରେ ଭର୍ତ୍ତି କରି ବାହାର ପଟୁ ତାଲା ପକାଇ ଦେଇଥିଲେ ଏବଂ  ଟଙ୍କା ଓ ସୁନାଗହଣା ନେଇ ପଳାଇ ଯାଇଥିଲେ।

ପୁଲିସ ଏହି ଦୁଇଟି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story