ଶଗଡ଼ ଉପରେ ମାଡ଼ିଗଲା ଟ୍ରକ୍, ୨ ବଳଦ ସହ ଦମ୍ପତି ମୃତ

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଶଗଡ଼କୁ ଧକ୍କା ଦେଲା ଟ୍ରକ୍। ଚାଲିଗଲା ଏକ ଦମ୍ପତିଙ୍କ ସହିତ ୨ଟି ବଳଦଙ୍କ ଜୀବନ। ଦେବଗଡ଼ ଜିଲ୍ଲା ତିଲେଇବଣି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ମୃତକମାନେ ହେଲେ ଅସୁରଖୋଲ ଗାଁର ଶରତ ସାହୁ  ଓ ତାଙ୍କ ସ୍ତ୍ରୀ ବିଶାଖା ସାହୁ। ଆଜି ସକାଳେ ଶରତ ଓ ତାଙ୍କ ସ୍ତ୍ରୀ ବିଶାଖା ଶଗଡ଼ ନେଇ ବିଲରେ କାଟି ରଖିଥିବା ଧାନକୁ ଆଣିବାକୁ ଯାଇଥିଲେ। ଏହି ସମୟରେ ତିଲେଇବଣି […]

accident

accident

Tapaswini Nayak
  • Published: Thursday, 24 November 2022
  • Updated: 24 November 2022, 01:40 PM IST

Sports

Latest News

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଶଗଡ଼କୁ ଧକ୍କା ଦେଲା ଟ୍ରକ୍। ଚାଲିଗଲା ଏକ ଦମ୍ପତିଙ୍କ ସହିତ ୨ଟି ବଳଦଙ୍କ ଜୀବନ। ଦେବଗଡ଼ ଜିଲ୍ଲା ତିଲେଇବଣି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ମୃତକମାନେ ହେଲେ ଅସୁରଖୋଲ ଗାଁର ଶରତ ସାହୁ  ଓ ତାଙ୍କ ସ୍ତ୍ରୀ ବିଶାଖା ସାହୁ।

ଆଜି ସକାଳେ ଶରତ ଓ ତାଙ୍କ ସ୍ତ୍ରୀ ବିଶାଖା ଶଗଡ଼ ନେଇ ବିଲରେ କାଟି ରଖିଥିବା ଧାନକୁ ଆଣିବାକୁ ଯାଇଥିଲେ। ଏହି ସମୟରେ ତିଲେଇବଣି ଛକରେ ଏକ ଟ୍ରକ୍‌ ଦ୍ରୁତଗତିରେ ଆସି  ଶଗଡ଼ଟିକୁ ପଛରୁ ଧକ୍କା ଦେଇଥିଲେ। ଫଳରେ ଶରତ, ତାଙ୍କ ସ୍ତ୍ରୀ ଓ ଦୁଇ ବଳଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଶଗଡ଼କୁ ଧକ୍କା ଦେବା ପରେ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଡ୍ରାଇଭର ଗାଡ଼ି ଛାଡ଼ି ସେଠାରୁ ପଳାଇ ଯାଇଥିଲା। ପୁଲିସ୍ ଟ୍ରକ୍‌ଟିକୁ ଜବତ କରିଛି।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା  କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story