ନିର୍ବାଚନ ପାଇଁ କଟକଣା କୋହଳ: ଯେତେ ବଡ଼ ପଡ଼ିଆ, ସେତେ ଅଧିକ ଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟର ଦୁଇ ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ନିମନ୍ତେ ରାଜ୍ୟ ସରକାର କୋଭିଡ୍ କଟକଣାକୁ କୋହଳ କରିଛନ୍ତି। ସର୍ବାଧିକ ୧୦୦ରୁ ଅଧିକ ଲୋକଙ୍କ ଏକାଠି ଉପରେ ରହିଥିବା କଟକଣାକୁ ଆଜି ରାଜ୍ୟ ସରକାର ହଟାଇ ଦେଇଛନ୍ତି। ପଡ଼ିଆର ସାଇଜ ଓ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି କେତେ ଲୋକେ ଏକାଠି ହୋଇପାରିବେ ତାହା ଜିଲ୍ଲା ପ୍ରଶାସନ ସ୍ଥିର କରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସଂଶୋଧିତ ନିର୍ଦ୍ଦେଶନାମାରେ […]

tripura election (1)

tripura election (1)

Tapas Behera
  • Published: Saturday, 17 October 2020
  • Updated: 17 October 2020, 07:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟର ଦୁଇ ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ନିମନ୍ତେ ରାଜ୍ୟ ସରକାର କୋଭିଡ୍ କଟକଣାକୁ କୋହଳ କରିଛନ୍ତି। ସର୍ବାଧିକ ୧୦୦ରୁ ଅଧିକ ଲୋକଙ୍କ ଏକାଠି ଉପରେ ରହିଥିବା କଟକଣାକୁ ଆଜି ରାଜ୍ୟ ସରକାର ହଟାଇ ଦେଇଛନ୍ତି। ପଡ଼ିଆର ସାଇଜ ଓ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି କେତେ ଲୋକେ ଏକାଠି ହୋଇପାରିବେ ତାହା ଜିଲ୍ଲା ପ୍ରଶାସନ ସ୍ଥିର କରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ସଂଶୋଧିତ ନିର୍ଦ୍ଦେଶନାମାରେ କୁହାଯାଇଛି।

ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ପୂର୍ବରୁ ଅକ୍ଟୋବର ପହିଲାରେ ଜାରି ହୋଇଥିବା ନିର୍ଦ୍ଦେଶନାମାର ଧାରା-୨ର ଉପଧାରା-ଘ’ରେ ଥିବା ପ୍ରାବଧାନରେ ରାଜ୍ୟ ସରକାର ସଂଶୋଧନ କରିଛନ୍ତି। ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ସାମାଜିକ, ରାଜନୀତିକ,କ୍ରୀଡ଼ା, ଆମୋଦପ୍ରମୋଦ, ଶୈକ୍ଷିକ, ସାଂସ୍କୃତିକ ଓ ଧାର୍ମିକ ଉତ୍ସବ ସମେତ ଅନ୍ୟାନ୍ୟ ସମସ୍ତ ପ୍ରକାରର ଅଧିକ ସଂଖ୍ୟକ ଜନଗହଳି ବା ଭିଡ଼ ଉପରେ କଟକଣାକୁ ଜାରି ରଖିଥିଲେ ମଧ୍ୟ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀ ଅଂଚଳରେ ଏହାକୁ କୋହଳ କରିଛନ୍ତି। ଏହି ଦୁଇ ନିର୍ବାଚନମଣ୍ଡଳୀରେ ଅକ୍ଟୋବର ପହିଲାର ନିର୍ଦ୍ଦେଶନାମାରେ ସର୍ବାଧିକ ୧୦୦ଜଣ ଲୋକ ଏକଜୁଟ ହେବା ପାଇଁ ଅନୁମତି ଦେଇଥିବା ରାଜ୍ୟ ସରକାର ଆଜି ଏହାକୁ କୋହଳ କରିଛନ୍ତି। କୌଣସି ଆବଦ୍ଧଘରେ ସର୍ବାଧିକ ୨୦୦ଜଣ ଲୋକ(ପ୍ରକୋଷ୍ଠର କ୍ଷମତାର ସର୍ବାଧିକ ୫୦%) ଏକଜୁଟ ହେବା ନିମନ୍ତେ ଅନୁମତି ଦିଆଯାଇଛି। ତେବେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ, ହାତ ସାନିଟାଇଜ୍ କରିବା ସହ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି।

ସେହିପରି ଖୋଲା ସ୍ଥାନ ବା ପଡ଼ିଆର ସାଇଜକୁ ଦେଖି ଜିଲ୍ଲା ପ୍ରଶାସନ ଲୋକଙ୍କ ଏକଜୁଟ ହେବା ନିମନ୍ତେ ଅନୁମତି ଦେଇପାରିବ। ସାମାଜିକ ଦୂରତ୍ୱ ରଖି ଉକ୍ତ ପଡ଼ିଆରେ କେତେ ଲୋକ ଏକଜୁଟ ହୋଇପାରିବେ ତାହା ଜିଲ୍ଲା ପ୍ରଶାସନ ସ୍ଥିର କରିବ। ଏଥିପାଇଁ କୌଣସି ସର୍ବାଧିକ ସଂଖ୍ୟା ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଧାରଣ କରାଯାଇନି। ତେବେ ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା, ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ଉପଯୋଗକୁ ବାଧ୍ୟତାମୂଳକ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story