ଗୋରୁ ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆ ଥାନା ନିକଟରେ ଗୋଟିଏ ଗୋରୁ ବୋଝେଇ କଣ୍ଟେନର ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।  ସ୍ଥାନୀୟ ଲୋକେ ଉକ୍ତ ଗାଡ଼ିରୁ ବହୁ ଗୋରୁଙ୍କୁ ନେଇଯାଇଥିବା ଜଣାପଡ଼ିଛି। ଖବର ନେବାରୁ ଜଣାପଡ଼ିଛି,  ଖୋର୍ଦ୍ଧାରୁ କୋଲକତା ଯାଉଥିବା ଏକ ଗୋରୁ ବୋଝେଇ କଣ୍ଟେନରକୁ ଏକ ଅଜଣା ଗାଡ଼ି ଥାନା ନିକଟରେ ଧକ୍କା ଦେଇଥିଲା। ଉକ୍ତ ଗାଡ଼ିରେ ୧୫୦ରୁ ଊର୍ଦ୍ଧ୍ୱ ଗୋରୁ ଥିଲେ। ଏହି ଦୁର୍ଘଟଣାରେ କିଛି ଗୋରୁ ଆହତ […]

cow-1.1..

cow-1.1..

Niharika Rout
  • Published: Sunday, 21 July 2019
  • Updated: 21 July 2019, 10:37 AM IST

Sports

Latest News

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆ ଥାନା ନିକଟରେ ଗୋଟିଏ ଗୋରୁ ବୋଝେଇ କଣ୍ଟେନର ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।  ସ୍ଥାନୀୟ ଲୋକେ ଉକ୍ତ ଗାଡ଼ିରୁ ବହୁ ଗୋରୁଙ୍କୁ ନେଇଯାଇଥିବା ଜଣାପଡ଼ିଛି।

ଖବର ନେବାରୁ ଜଣାପଡ଼ିଛି,  ଖୋର୍ଦ୍ଧାରୁ କୋଲକତା ଯାଉଥିବା ଏକ ଗୋରୁ ବୋଝେଇ କଣ୍ଟେନରକୁ ଏକ ଅଜଣା ଗାଡ଼ି ଥାନା ନିକଟରେ ଧକ୍କା ଦେଇଥିଲା। ଉକ୍ତ ଗାଡ଼ିରେ ୧୫୦ରୁ ଊର୍ଦ୍ଧ୍ୱ ଗୋରୁ ଥିଲେ।

ଏହି ଦୁର୍ଘଟଣାରେ କିଛି ଗୋରୁ ଆହତ ହୋଇଥିବା ବେଳେ ଆଉ କିଛି ଗୋରୁଙ୍କୁ ଲୋକେ ନେଇ ଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ସିମୁଳିଆ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story