ରାଷ୍ଟ୍ରପତି ରେସ୍‌; ନବୀନ-ୟେଚୁରୀ ସାକ୍ଷାତ, ଧର୍ମନିରପେକ୍ଷ ପ୍ରାର୍ଥୀଙ୍କୁ ଗୁରୁତ୍ୱ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ନେଇ ନବୀନ ପଟ୍ଟନାୟକ ଓ ସୀତାରାମ ୟେଚୁରୀଙ୍କ ମଧ୍ୟରେ ଭେଟ୍‌ଘାଟ୍‌ ହୋଇଛି। ଆଜି ସଚିବାଳୟରେ ୟେଚୁରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି। ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୟେଚୁରୀ କହିଛନ୍ତି,“ଜଣେ ସର୍ବଗ୍ରହଣୀୟ ମିଳିତ ଧର୍ମନିରପେକ୍ଷ ପ୍ରାର୍ଥୀ ଦେବା ଲକ୍ଷ୍ୟ ନେଇ ମୁଁ ନବୀନଙ୍କ ସହ ଆଲୋଚନା କରିଛି। ନବୀନ ମଧ୍ୟ ଧର୍ମନିରପେକ୍ଷ ପ୍ରାର୍ଥୀ ଦେବାକୁ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।” ମିଳିତ ପ୍ରାର୍ଥୀ ଦେବାକୁ ପୂର୍ବରୁ ୟେଚୁରୀ କଂଗ୍ରେସ, […]

CPI(M) general secretary Sitaram Yechury

Rakesh Mallick
  • Published: Thursday, 04 May 2017
  • Updated: 04 May 2017, 08:18 PM IST

Sports

Latest News

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ନେଇ ନବୀନ ପଟ୍ଟନାୟକ ଓ ସୀତାରାମ ୟେଚୁରୀଙ୍କ ମଧ୍ୟରେ ଭେଟ୍‌ଘାଟ୍‌ ହୋଇଛି। ଆଜି ସଚିବାଳୟରେ ୟେଚୁରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି। ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୟେଚୁରୀ କହିଛନ୍ତି,“ଜଣେ ସର୍ବଗ୍ରହଣୀୟ ମିଳିତ ଧର୍ମନିରପେକ୍ଷ ପ୍ରାର୍ଥୀ ଦେବା ଲକ୍ଷ୍ୟ ନେଇ ମୁଁ ନବୀନଙ୍କ ସହ ଆଲୋଚନା କରିଛି। ନବୀନ ମଧ୍ୟ ଧର୍ମନିରପେକ୍ଷ ପ୍ରାର୍ଥୀ ଦେବାକୁ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।”

ମିଳିତ ପ୍ରାର୍ଥୀ ଦେବାକୁ ପୂର୍ବରୁ ୟେଚୁରୀ କଂଗ୍ରେସ, ଏନ୍‌ସିପି, ଜେଡିୟୁ, ଜେଡିଏସ୍ ଓ ଆରଜେଡି ସହିତ ଆଲୋଚନା କରିଛନ୍ତି।

ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଜେଡିୟୁ ମୁଖ୍ୟ ଶରଦ ଯାଦବ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ମାତ୍ର ରାଷ୍ଟ୍ରପତି ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ଆଜିପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story