କୁଆଡ଼େ ଗଲେ ପୁଞ୍ଜିଲାଲଙ୍କୁ ନେଇ ଯାଇଥିବା ଅଟୋ ଓ ରିକ୍ସା ଚାଳକ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାର୍ସଲ ବୋମା ବିସ୍ଫୋରଣ ମାମଲାର ୱାନମ୍ୟାନ ଭିଲେନ୍‌ ହେଉଛନ୍ତି ପୁଞ୍ଜିଲାଲ୍‌ ମେହେର। ତାଙ୍କ ସମ୍ପର୍କରେ କ୍ରାଇମବ୍ରାଞ୍ଚ ପ୍ରତିଦିନ ନୂଆ ନୂଆ ତଥ୍ୟ ପାଉଛି। ତେବେ ପୁଞ୍ଜିଲାଲ୍‌ ଦେଉଥିବା ତଥ୍ୟର ସତ୍ୟାସତ୍ୟ ଜାଣିବା ପାଇଁ ଚାଲିଛି ଛାନ୍‌ଭିନ୍‌। ପାର୍ସଲ ବୁକିଂ କରିବାରେ ପୁଞ୍ଜିଲାଲ୍‌ଙ୍କୁ ସାହାଯ୍ୟ କରିଥିବା ରିକ୍ସା ଓ ଅଟୋ ଚାଳକଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ। ଏଥିପାଇଁ ରାୟପୁର ପୋଲିସ ଓ ଅଟୋ ଆସୋସିଏସନ୍‌ର ସହାୟତା ଲୋଡ଼ିଛି। ପୋଜିସନ୍‌ ପାଇଁ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ ପୁଞ୍ଜିଲାଲ୍‌। […]

Auto

Auto

Rakesh Mallick
  • Published: Monday, 30 April 2018
  • Updated: 30 April 2018, 06:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାର୍ସଲ ବୋମା ବିସ୍ଫୋରଣ ମାମଲାର ୱାନମ୍ୟାନ ଭିଲେନ୍‌ ହେଉଛନ୍ତି ପୁଞ୍ଜିଲାଲ୍‌ ମେହେର। ତାଙ୍କ ସମ୍ପର୍କରେ କ୍ରାଇମବ୍ରାଞ୍ଚ ପ୍ରତିଦିନ ନୂଆ ନୂଆ ତଥ୍ୟ ପାଉଛି। ତେବେ ପୁଞ୍ଜିଲାଲ୍‌ ଦେଉଥିବା ତଥ୍ୟର ସତ୍ୟାସତ୍ୟ ଜାଣିବା ପାଇଁ ଚାଲିଛି ଛାନ୍‌ଭିନ୍‌। ପାର୍ସଲ ବୁକିଂ କରିବାରେ ପୁଞ୍ଜିଲାଲ୍‌ଙ୍କୁ ସାହାଯ୍ୟ କରିଥିବା ରିକ୍ସା ଓ ଅଟୋ ଚାଳକଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ। ଏଥିପାଇଁ ରାୟପୁର ପୋଲିସ ଓ ଅଟୋ ଆସୋସିଏସନ୍‌ର ସହାୟତା ଲୋଡ଼ିଛି।

ପୋଜିସନ୍‌ ପାଇଁ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ ପୁଞ୍ଜିଲାଲ୍‌। ସେଥିପାଇଁ ଭଇଁସା ଜ୍ୟୋତି ବିକାଶ ଜୁନିୟର କଲେଜର ଅଧ୍ୟକ୍ଷା ସଞ୍ଜୁକ୍ତା ସାହୁଙ୍କ ପରିବାରକୁ ଧ୍ୱଂସ କରିବାକୁ କରିଥିଲା ଷଡଯନ୍ତ୍ର। ଏହାକୁ ସାକାର କରିବା ପାଇଁ ଛଦ୍ମ ବେଶରେ ଟ୍ରେନ୍‌ରେ ରାୟପୁର ଯାଇଥିଲେ। ରାୟପୁର ଷ୍ଟେସନ୍‌ରେ ପହଞ୍ଚିଲା ପରେ ଅସୁସ୍ଥ ଦର୍ଶାଇ ଜଣେ ରିକ୍ସା ଚାଳକକୁ ବକ୍‌ରା ବନାଇ ଥିଲେ। ତା’ ସାହାର୍ଯ୍ୟରେ ପାର୍ସଲ ବୁକିଂ କରିବାକୁ ପଠାଇଥିଲେ। ମାତ୍ର କୋରିୟର ସଂସ୍ଥା ପଚାରିଥିବା ପ୍ରଶ୍ନର ଉତ୍ତର ଦେଇପାରିନଥିଲା ରିକ୍ସା ଚାଳକ। ଏହା ପରେ ପୁଞ୍ଜିଲାଲ୍‌ ନିଜେ ଯାଇ କୋରିୟର ଅଫିସ୍‌ରୁ ପାର୍ସଲଟିକୁ ଆଣିଥିଲେ। ତା’ପରେ ଏକ ଅଟୋ ଚାଳକ ମାଧ୍ୟମରେ ପୋର୍ସଲ ବୁକିଂ ପାଇଁ ଅନ୍ୟ ଏକ କୋରିୟର ସଂସ୍ଥା ପାଖକୁ ପଠାଇ ଥିଲେ। ସେଠାରେ ମଧ୍ୟ କୋରିୟର ସଂସ୍ଥାର ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ ଅଟୋ ଚାଳକ। ଶେଷରେ ନିରାଶ ହୋଇ ପୁଞ୍ଜିଲାଲଙ୍କ ପାଖରେ ପହଞ୍ଚି ଥିଲେ। ଏଥିରେ କିନ୍ତୁ ହାର ମାନିନଥିଲେ ପୁଞ୍ଜିଲାଲ୍‌। ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ପୁଞ୍ଜିଲାଲ୍‌ ସ୍କାଏ କିଂ କୋରିୟର ପାଖକୁ ଅଟୋ ଚାଳକକୁ ପଠାଇଥିଲେ। ସେହିଠାରେ ପାର୍ସଲ ବୁକିଂ କରାଯାଇଥିଲା। ତେବେ ବର୍ତ୍ତମାନ ଉକ୍ତ ରିକ୍ସା ଓ ଅଟୋ ଚାଳକକୁ ଖୋଜୁଛି କ୍ରାଇମବ୍ରାଞ୍ଚ। ଏମାନେ ମିଳିଗଲେ ପୁଞ୍ଜିଲାଲ୍‌ଙ୍କ ସମ୍ପର୍କରେ ବହୁ ତଥ୍ୟ ମିଳିପାରିବ। ସେଥିପାଇଁ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍‌ ଆଜି ରାୟପୁର ଯାଇଛି। ଏହି ସମୟରେ ସେମାନେ ରାୟପୁର ପୋଲିସ୍‌ ଓ ଅଟୋ ଚାଳକ ଆସୋସିଏସନ୍‌ର ସହଯୋଗ ଲୋଡ଼ିଛି। କୋରିୟର ସଂସ୍ଥାକୁ ପୁଞ୍ଜିଲାଲ୍ ଯାଇଥିବା ରାସ୍ତା କଡ଼ର ସମସ୍ତ ସିସିଟିଭି ଫୁଟେଜ ଗୁଡ଼ିକର ଯାଞ୍ଚ କରୁଛି। ଏହାଛଡ଼ା ପୁଞ୍ଜିଲାଲ୍‌ ପ୍ରଥମେ ଯାଇଥିବା କୋରିୟର ସଂସ୍ଥା ନିକଟରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କକୁ ଇସ୍ରାଏଲ୍ ପଠାଯିବ। ଏନେଇ ଆଜି ସୂଚନା ଦେଇଛନ୍ତି ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।

ଅନ୍ୟପକ୍ଷରେ ଆଜି ଏନେଇ ପୋଲିସ ଡିଜିଙ୍କ ସହ ଆଲୋଚନା କରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ପୁଞ୍ଜିଲାଲ ତଦନ୍ତ ଓ ଜେରା ବିଷୟରେ ବୋଥ୍ରା ଡିଜିପିଙ୍କୁ ଅବଗତ କରାଇଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରକୁ କ୍ରାଇମବ୍ରାଞ୍ଚ ୬ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି। ରିମାଣ୍ଡ ଅବଧି ସରିବା ପରେ ଆସନ୍ତାକାଲି ପୁଞ୍ଜିଲାଲକୁ ପାଟଣାଗଡ଼ କୋର୍ଟରେ ହାଜର କରାଯିବ। ଆବଶ୍ୟକ ପଡ଼ିଲେ ପୁଞ୍ଜିଲାଲକୁ ପୁଣି ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ଡିଜିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story