ପାର୍ବଣ ପୂର୍ବରୁ ଅପରାଧି ହେବେ ସାବାଡ୍

ଭୁବନେଶ୍ୱର :ଆସୁଛି ପାର୍ବଣ। ତାପୂର୍ବରୁ ଟୁଇନ ସିଟି ସମେତ ରାଜ୍ୟବ୍ୟାପୀ ପୋଲିସ ରାଡାରରେ ଅପରାଧୀ। ଅପରେସନ୍ କ୍ଲିନ୍ ଜରିଆରେ ଅପରାଧିଙ୍କ ଅପରାଧ ପଞ୍ଜିକା ଖୋଲିବା ସହ ପୋଲିସ ତିଆରି କରିଛି ବ୍ଲୁ ପ୍ରିଣ୍ଟ। ଗତ ୧୫ ଦିନ ଭିତରେ ସାତ ସାତଟି ଏନକାଉଣ୍ଟର କରି ଆକ୍ସନ ମୋଡକୁ ଆସିଛି ପୋଲିସ । ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରି ଆଗକୁ ଅପରେସନକୁ ଜୋରଦାର କରାଯିବ ବୋଲି ଡିଜିପି କହିଛନ୍ତି । ଟୁଇନସିଟି ସମେତ ରାଜ୍ୟରେ ସକ୍ରିୟ ଥିବା କ୍ରିମିନାଲଙ୍କୁ […]

5-1-8

5-1-8

Tapas Behera
  • Published: Friday, 13 September 2019
  • Updated: 13 September 2019, 09:39 PM IST

Sports

Latest News

ଭୁବନେଶ୍ୱର :ଆସୁଛି ପାର୍ବଣ। ତାପୂର୍ବରୁ ଟୁଇନ ସିଟି ସମେତ ରାଜ୍ୟବ୍ୟାପୀ ପୋଲିସ ରାଡାରରେ ଅପରାଧୀ। ଅପରେସନ୍ କ୍ଲିନ୍ ଜରିଆରେ ଅପରାଧିଙ୍କ ଅପରାଧ ପଞ୍ଜିକା ଖୋଲିବା ସହ ପୋଲିସ ତିଆରି କରିଛି ବ୍ଲୁ ପ୍ରିଣ୍ଟ। ଗତ ୧୫ ଦିନ ଭିତରେ ସାତ ସାତଟି ଏନକାଉଣ୍ଟର କରି ଆକ୍ସନ ମୋଡକୁ ଆସିଛି ପୋଲିସ । ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରି ଆଗକୁ ଅପରେସନକୁ ଜୋରଦାର କରାଯିବ ବୋଲି ଡିଜିପି କହିଛନ୍ତି ।

ଟୁଇନସିଟି ସମେତ ରାଜ୍ୟରେ ସକ୍ରିୟ ଥିବା କ୍ରିମିନାଲଙ୍କୁ କାବୁ କରିବ ପୋଲିସ । କ୍ରାଇମ ଏବଂ କ୍ରିମିନାଲଙ୍କୁ କଣ୍ଟ୍ରୋଲ୍ ପାଇଁ ପୋଲିସ ତିଆରି କରିଥିବା ବ୍ଲୁ ପ୍ରିଣ୍ଟରେ ରହିଛନ୍ତି ଗ୍ୟାଙ୍ଗଷ୍ଟାର, ନିଶା ବେପାରୀ, ଡକାୟତ, ଓ ଲୁଟେରା । ପାର୍ବଣର ମଉକାରେ ସକ୍ରିୟ ହେବାର ଆଶଙ୍କା କରି ପୋଲିସ ସ୍କାନରରେ ରଖିଛି ଏହି ଅପରାଧୀଙ୍କୁ। ଫୋକସରେ ରହିଛନ୍ତି ମୋଷ୍ଟୱାଣ୍ଟେଡ୍ ଏବଂ ଏନ୍ବିଡବ୍ଲୁ ଥିବା ଅପରାଧୀ । ଟୁଇନସିଟିରେ ବର୍ତ୍ତମାନ ସକ୍ରିୟ ଥିବା ୫୦ରୁ ଅଧିକ କ୍ରିମିନାଲଙ୍କୁ ଧରିବା ପାଇଁ ପୋଲିସ ଆରମ୍ଭ କରିଛି ଅପରେସନ୍ କ୍ଲିନ୍ ।

କ୍ରାଇମ କଣ୍ଟ୍ରୋଲ ପାଇଁ ଆକ୍ସନ ମୋଡକୁ ଆସିଥିବା କମିଶନରେଟ୍ ପୋଲିସ ଗତ ୨ ସପ୍ତାହ ମଧ୍ୟରେ ଏକାଧିକ ଅପରାଧୀଙ୍କୁ ନିଜ ପଞ୍ଝାକୁ ଆଣିଛି । ସେପଟେମ୍ବର ୫ରେ ଭୁବନେଶ୍ୱର  ଓ ଖୋର୍ଦ୍ଧା ନିରାକାରପୁରରେ ଡବଲ ଏନକାଉଣ୍ଟର  ଫାଶରେ ପଡ଼ିଥିଲେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ମାଝୀ ଓ ଜାମସେଦ ଖାନ । ସେପଟେମ୍ବର ୯। ପୁରୀ ଓ କଟକରେ ଗୋଟିଏ ଦିନରେ ଟ୍ରିପଲ ଏନକାଉଣ୍ଟ  ୫ ଲକ୍ଷ ଟଙ୍କାର ଦାଦାବଟି ମାଗିଥିବା ବୁଧିଆ ସହ ପୋଲିସ ଗୁଳିରେ ଆହାତ ହୋଇଥିଲେ ବାଲି ମାଫିଆ ସେୟାମତ ଖାନ ଓ ନିଶା ମାଫିଆ ବିଶ୍ୱରଂଜନ ସାହୁ।  ସେପଟେମ୍ବର ୨ ଓ ୧୦ । ସମ୍ବଲପୁରରେ ମୁର୍ସିଦ ଅଖତାର ଏବଂ ତ୍ରିଦେବ ବାଗଙ୍କୁ ଏନକାଉଣ୍ଟର କରିଥିଲା ପୋଲିସ। କ୍ରାଇମ କ୍ରିମିନାଲଙ୍କ ପ୍ରତି ଜିରୋ ଟଲରାନସ ଆଭିମୁଖ୍ୟ ରଖିଥିବା କମିଶନରେଟ୍ ପୋଲିସ ଆଗକୁ ଏଭଳି ଅଭିଯାନ ଜାରି ରହିବ ବୋଲି କହିଛନ୍ତି ପୋଲିସ କମିଶନର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story