୨୪ଘଣ୍ଟାରେ କଟକ ପୋଲିସ୍‌ର ପୁଣି ଏନକାଉଣ୍ଟର: ଯୁଗର ଡାହାଣ ଗୋଡ଼ରେ ବାଜିଛି ଗୁଳି

କଟକ(ଓଡ଼ିଶା ରିପୋର୍ଟର): ୨୪ଘଣ୍ଟାରେ କଟକ ପୋଲିସ୍‌ର ପୁଣି ଏନକାଉଣ୍ଟର। ଅପରାଧୀ କ୍ଲିନ୍‌ କଟକ ପୋଲିସ୍‌ ଆରମ୍ଭ କରିଛି ଏନକାଉଣ୍ଟର ଅଭିଯାନ। ଗତକାଲି ରାତିରେ ପୋଲିସ ଜଣେ ଅପରାଧୀକୁ ଏନକାଉଣ୍ଟର କରିଥିବା ବେଳେ ଆଜି ପୁଣି  ସେଇଭଳି ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କଟକ ସଦର ଥାନା ବ୍ରାହ୍ମଣଝରିଲୋରେ ପୋଲିସର ଏନକାଉଣ୍ଟରରେ ଯୁଗ ଓରଫ୍ ବସିର ଖାଁ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁଗ ନିକଟରୁ […]

cuttack..

cuttack..

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 07:47 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ୨୪ଘଣ୍ଟାରେ କଟକ ପୋଲିସ୍‌ର ପୁଣି ଏନକାଉଣ୍ଟର। ଅପରାଧୀ କ୍ଲିନ୍‌ କଟକ ପୋଲିସ୍‌ ଆରମ୍ଭ କରିଛି ଏନକାଉଣ୍ଟର ଅଭିଯାନ। ଗତକାଲି ରାତିରେ ପୋଲିସ ଜଣେ ଅପରାଧୀକୁ ଏନକାଉଣ୍ଟର କରିଥିବା ବେଳେ ଆଜି ପୁଣି  ସେଇଭଳି ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

କଟକ ସଦର ଥାନା ବ୍ରାହ୍ମଣଝରିଲୋରେ ପୋଲିସର ଏନକାଉଣ୍ଟରରେ ଯୁଗ ଓରଫ୍ ବସିର ଖାଁ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁଗ ନିକଟରୁ ୩ଟି ବୋମା ଓ ମୋବାଇଲ ଜବତ କରାଯାଇଛି।

ଗତକାଲି ରାତିରେ ଯୁଗକୁ ଧରିବା ଲାଗି ସଦର ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ାଉ କରିଥିଲେ। ହେଲେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଜବାବରେ ପୋଲିସ ମଧ୍ୟ ତା’ ଉପରକୁ ଗୁଳି ଚଳାଇଥିଲା। ସେ ଆହତ ହୋଇଥିଲା।  କୁରୁଣ୍ଟି ଠିକାଦାର ଓ ପୋଲିସ ଗାଡ଼ି ଉପରକୁ ଆକ୍ରମଣରେ ସଂପୃକ୍ତ ଥିଲା ଯୁଗ ।

ଗତକାଲି ଯୁଗର ସହଯୋଗୀ କାବୁଆ ପୋଲିସ୍ ଏନକାଉଣ୍ଟରରେ ଆହତ ହୋଇଥିଲା। କାବୁଆର ବାମ ଗୋଡ଼ରେ ଗୁଳି ବାଜିଥିଲା। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କୁରୁଣ୍ଟି ଗାଁରେ ପୋଲିକୁ ବୋମାମାଡ଼ ଘଟଣାରେ ସମ୍ପୃକ୍ତ ଥିଲା କାବୁଆ। କାବୁଆଠାରୁ ଗୋଟିଏ ବନ୍ଧୁକ, ୨ ଗୁଳି, ଗୋଟିଏ ଖୋକା ଜବତ କରାଯାଇଥିଲା। କାବୁଆ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story