ପୁଅ ଫେରିନି ବୋଲି ଘରେ ଚୁଲି ଜଳୁନି

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): “ପୁଅ ଗାଧୋଇ ଯାଇଥିଲା। ଆଉ ଫେରିଲାନି। ଆଉ ଫେରିବନି ବି। କୁମ୍ଭୀର ଆହାର ପାଲଟି ଯାଇଛି ମୋ ପୁଅ।” ଏମିତି କଥା କହୁ କହୁ କାନ୍ଦି ପକାଉଥାନ୍ତି ମହିଳା ଜଣକ। କଲି ଦିନ ୧୦ଟାରୁ ନିଜ ବଢିଲା ପୁଅର ମୁହଁ ଦେଖିନାହାନ୍ତି ବୋଲି ଘରେ ତାଙ୍କର ଚୁଲି ଜଳିନି। ପେଟକୁ ଦାନା ଯାଇନି। ପୁଅ ତାଙ୍କର ଆଉ ନ ଥିବ ଏ କଥା ସେ ବି ବୁଝି ଗଲେଣି ତଥାପି ଅଶୁମାରୀ ଆଶା ନେଇ […]

crocodile

crocodile

Rakesh Mallick
  • Published: Sunday, 22 April 2018
  • Updated: 22 April 2018, 10:37 AM IST

Sports

Latest News

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): “ପୁଅ ଗାଧୋଇ ଯାଇଥିଲା। ଆଉ ଫେରିଲାନି। ଆଉ ଫେରିବନି ବି। କୁମ୍ଭୀର ଆହାର ପାଲଟି ଯାଇଛି ମୋ ପୁଅ।” ଏମିତି କଥା କହୁ କହୁ କାନ୍ଦି ପକାଉଥାନ୍ତି ମହିଳା ଜଣକ। କଲି ଦିନ ୧୦ଟାରୁ ନିଜ ବଢିଲା ପୁଅର ମୁହଁ ଦେଖିନାହାନ୍ତି ବୋଲି ଘରେ ତାଙ୍କର ଚୁଲି ଜଳିନି। ପେଟକୁ ଦାନା ଯାଇନି। ପୁଅ ତାଙ୍କର ଆଉ ନ ଥିବ ଏ କଥା ସେ ବି ବୁଝି ଗଲେଣି ତଥାପି ଅଶୁମାରୀ ଆଶା ନେଇ ଅପେକ୍ଷା କରିଛନ୍ତି ଅନ୍ତତଃ ପୁଅର ଦେହଟା ତ ଫେରିବ ।

ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ଡିଆପାରୀ ଗାଁର କଥା। ଏହି ଗାଁରେ କାଲି ଘଟିଥିଲା ଅଭାବନୀୟ ଘଟଣାଟିଏ। ଗ୍ରାମର ବିଚିତ୍ର ସେଠୀଙ୍କ ପୁଅ ଶ୍ରୀକାନ୍ତ ହଂସୁଆ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ କୁମ୍ଭୀର ହାବୁଡରେ ପଡିଥିଲେ। ହୋହାଲ୍ଲା ପଡିଥିଲା । ଆଉ ଆରମ୍ଭ ହୋଇଥିଲା ଉଦ୍ଧାର ଅଭିଯାନ। ବନ କର୍ମଚାରୀ, ଅଗ୍ନିଶମ ବିଭାଗ ମିଶି ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। କାଲି ଦିନତମାମ୍‌ ଖୋଜିଖୋଜି ନୟାନ୍ତ ହୋଇଥିଲା ଟିମ୍‌। ଆଜି ସକାଳ ପର୍ଯ୍ୟନ୍ତି ନଈରେ ଖୋଜା ଚାଲିଥିବା ବେଳେ ଶ୍ରୀକାନ୍ତଙ୍କ ପତ୍ତା ମିଳିନି।  ଯାହାକୁ ନେଇ ତାଙ୍କ ମା’ଙ୍କ ଅବସ୍ଥା ବିଗିଡିବାକୁ ଲାଗିଛି।

ଆଜି ବି ବନ ବିଭାଗ ଏବଂ ଅଗ୍ନିଶନ ବିଭାଗ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗାଧୁଆ ତୁଠରେ ବନ ବିଭାଗ ସୁରକ୍ଷା ବାଡ଼ ଦେଉ ନ ଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା ଅଭିଯୋଗ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story