ଗାଧୋଉଥିବା ବେଳେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଜଣେ ମହିଳାଙ୍କୁ ଟାଣିନେଲା କୁମ୍ଭୀର। ଜୁଆର କମିବା ପରେ ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅନ୍ତର୍ଗତ ଦକ୍ଷିଣ ଭେଡା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଜାନକୀ ଜେନା। ଗତକାଲି ଜାନକୀ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ହଠାତ୍ ଏକ କୁମ୍ଭୀର ଆସି ତାଙ୍କୁ ଟାଣି ନେଇଥିଲା।  ଜୁଆର କମିବା ପରେ ଜାନକୀଙ୍କ ମୃତଦେହ […]

/crocodile-attack-

/crocodile-attack-

Tapaswini Nayak
  • Published: Friday, 27 May 2022
  • Updated: 27 May 2022, 01:15 PM IST

Sports

Latest News

ପଟ୍ଟାମୁଣ୍ଡାଇ(ଓଡ଼ିଶା ରିପୋର୍ଟର): ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଜଣେ ମହିଳାଙ୍କୁ ଟାଣିନେଲା କୁମ୍ଭୀର। ଜୁଆର କମିବା ପରେ ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅନ୍ତର୍ଗତ ଦକ୍ଷିଣ ଭେଡା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଜାନକୀ ଜେନା।

ଗତକାଲି ଜାନକୀ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ହଠାତ୍ ଏକ କୁମ୍ଭୀର ଆସି ତାଙ୍କୁ ଟାଣି ନେଇଥିଲା।  ଜୁଆର କମିବା ପରେ ଜାନକୀଙ୍କ ମୃତଦେହ ପଠାରୁ ଉଦ୍ଧାର କରାଯାଇଥିଲା। ଜାନକୀଙ୍କ ଛାତି ଓ ବାମ ହାତରେ ଗଭୀର କ୍ଷତ  ହୋଇଛି। ଘଟଣାସ୍ଥଳରେ ବନ ବିଭାଗ ବିଭାଗ ପହଞ୍ଚି ତଦନ୍ତ କରୁଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos