ମେଣ୍ଢାଶାଳରେ କୁମ୍ଭୀର ଆତଙ୍କ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ କୁମ୍ଭୀର ଆତଙ୍କ। ଏହି ଗାଁର ଏକ ପୋଖରୀରେ କୁମ୍ଭୀର ଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।  ଖବରପାଇ ଖୋର୍ଦ୍ଧା ବନଖଣ୍ଡ କର୍ମଚାରୀ ଗାଁରେ ପହଞ୍ଚିଛନ୍ତି। ପୋଖରୀରୁ କୁମ୍ଭୀରକୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି।

nn

nn

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 02:07 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ କୁମ୍ଭୀର ଆତଙ୍କ। ଏହି ଗାଁର ଏକ ପୋଖରୀରେ କୁମ୍ଭୀର ଥିବା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।  ଖବରପାଇ ଖୋର୍ଦ୍ଧା ବନଖଣ୍ଡ କର୍ମଚାରୀ ଗାଁରେ ପହଞ୍ଚିଛନ୍ତି। ପୋଖରୀରୁ କୁମ୍ଭୀରକୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos