କଟକ: ବେକରେ ଗୁଡି ସୂତା ଲାଗି ୬ବର୍ଷର ଝିଅ ମୃତ୍ୟ

କଟକ: କଟକରେ ବେକରେ ଗୁଡି ସୂତା ଲାଗି ଜଣେ ୬ ବର୍ଷ ବାଳିକାର ମୃତ୍ୟୁ ଘଟିଛି। ତେଲେଙ୍ଗାପେଣ୍ଠଠାରେ ଏଭଳି ଘଟଣା ଘଟିଛି। ସୋମବାର ସନ୍ଧ୍ୟାରେ ଅଡ଼ଶପୁର ପତ୍ରକଣା ଅଞ୍ଚଳର ତପନ ବେହେରା ପତ୍ନୀ ଓ ୬ ବର୍ଷର ଝିଅ ସ୍ୱେତାଲିନକୁ ସାଙ୍ଗରେ ଧରି ଏକ ବାଇକ୍ ଯୋଗେ କଟକ ଆସୁଥିବା ବେଳେ ଏହି ଅଘଟଣ ଘଟିଛି।

ଏକ ମାଞ୍ଜ।ଲଗା ଗୁଡ଼ି ସୂତା ବାଇକ ଆଗରେ ବସି ଥିବା ସ୍ୱେତାଲିନ୍ ବେକରେ ଲାଗିଯାଇଥିଲା। ଫଳରେ ଝିଅଟିର ବେକ ଅଧାରୁ ଅଧିକ କଟି ଯାଇଥିଲା। ତାକୁ ଗୁରୁତର ଅବସ୍ଥାରେ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ସେଠାରେ ତା’ର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ

ହୋଟେଲ୍‌ ଦେଖି ଅଟକିଗଲେ ଆମ୍ୱୁଲାନ୍ସ କର୍ମଚାରୀ! ମଉଳି ଗଲା କଅଁଳ କଢ଼ି

ପୁଲିସ ପାଇଁ ‘ଓଟିଭି’ ବିରୋଧରେ କାହାଣୀ ଲେଖୁଛି କିଏ ?

ଆରୋଗ୍ୟ ହେଲେ ୧୨୩୬ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ କେତେ ପଢ଼ନ୍ତୁ

ସକ୍ରିୟ କରୋନା ରୋଗୀ: ଗଞ୍ଜାମକୁ ଟପିଲା ଖୋର୍ଦ୍ଧା, ସୁସ୍ଥ ହାର ବି ଚିନ୍ତାଜନକ

କଟକ ଟାଉନ୍‌ରୁ ୫୩ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୦ ଲୋକାଲ୍‌ କେସ୍‌

ଖେଳୁଥିଲେ ଭାଇ ଭଉଣୀ, ହଠାତ୍ ପୋଖରୀରେ ବୁଡି ଚାଲିଗଲେ

ଡକ୍ୟୁମେଣ୍ଟ ମାଗି ରଖିଲାନି ପୁଲିସ, କୋରିଅରରେ ପଠାଇଲା ଓଟିଭି

ଭାଇରାଲ ଅଡ଼ିଓ ଘଟଣାରେ ଗିରଫ ୨ ଜଣଙ୍କୁ ରିମାଣ୍ଡରେ ନେବ ପୁଲିସ

ସବୁ ଥାଇ ନିଶ୍ୱ ସେ , ପାଣି ପାଇପ୍‌ ଭିତରେ କଟୁଛି ଜୀବନ

ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ +2 ବିଜ୍ଞାନ ରେଜଲ୍ଟ

ଗିରଫ ଦୁଇଜଣଙ୍କର ଭୁଲ କ’ଣ : ବୈଜୟନ୍ତ

A, B ଓ C ବର୍ଗରେ ବିଭକ୍ତ ହେଲା ଦୋକାନ, ଗାଇଡଲାଇନ୍ ଜାରି