ବକ୍ସିବଜାର ଷ୍ଟେଟବ୍ୟାଙ୍କରେ ଅଗ୍ନିକାଣ୍ଡ

କଟକ: ଗତକାଲି ବିଳମ୍ବିତ ରାତିରେ କଟକ ବକ୍ସିବଜାର ଷ୍ଟେଟବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ରାତି ପ୍ରାୟ ୩ଟାରେ ଏସିରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ୩ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବ୍ୟାଙ୍କର ଆସବାବପତ୍ର ଓ କାଗଜପତ୍ର ପୋଡ଼ ନଷ୍ଟ ହୋଇଯାଇଥିବା ବେଳେ ଟଙ୍କା ସୁରକ୍ଷିତ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି।

ctc

ctc

Rakesh Mallick
  • Published: Tuesday, 14 February 2017
  • Updated: 14 February 2017, 07:26 PM IST

Sports

Latest News

କଟକ: ଗତକାଲି ବିଳମ୍ବିତ ରାତିରେ କଟକ ବକ୍ସିବଜାର ଷ୍ଟେଟବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ରାତି ପ୍ରାୟ ୩ଟାରେ ଏସିରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ୩ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ବ୍ୟାଙ୍କର ଆସବାବପତ୍ର ଓ କାଗଜପତ୍ର ପୋଡ଼ ନଷ୍ଟ ହୋଇଯାଇଥିବା ବେଳେ ଟଙ୍କା ସୁରକ୍ଷିତ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story