ଜଙ୍ଗଲରେ ଯୁବକଙ୍କୁ ହାଣି ହତ୍ୟା

ସୁବର୍ଣ୍ଣପୁର(ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୁଶାଦାଦର ଗାଁରେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ରମେଶ ଜାମୁଡାଲିଆ। ଗତକାଲି ରାତିରେ ପଡୋଶୀ ସୁନା ଜାମୁଡାଲିଆଙ୍କ ସହ ରମେଶ ଜଙ୍ଗଲକୁ ଯାଇଥିଲେ। ରମେଶର ଶରୀରର ବିଭିନ୍ନ ଜାଗାରେ କଟାଦାଗ ଓ ରକ୍ତ ଲାଗିଥିବାରୁ ସୁନା ହିଁ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।  ଏଥିସହ ସୁନା ଜାମୁଡାଲିଆକୁ ଅଟକ ରଖି […]

murder

murder

Rakesh Mallick
  • Published: Sunday, 06 May 2018
  • Updated: 06 May 2018, 01:13 PM IST

Sports

Latest News

ସୁବର୍ଣ୍ଣପୁର(ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୁଶାଦାଦର ଗାଁରେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ରମେଶ ଜାମୁଡାଲିଆ।

ଗତକାଲି ରାତିରେ ପଡୋଶୀ ସୁନା ଜାମୁଡାଲିଆଙ୍କ ସହ ରମେଶ ଜଙ୍ଗଲକୁ ଯାଇଥିଲେ। ରମେଶର ଶରୀରର ବିଭିନ୍ନ ଜାଗାରେ କଟାଦାଗ ଓ ରକ୍ତ ଲାଗିଥିବାରୁ ସୁନା ହିଁ ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।  ଏଥିସହ ସୁନା ଜାମୁଡାଲିଆକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ହତ୍ୟାର କାରଣ  ସ୍ପଷ୍ଟ ଜଣା ପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos