ଲଙ୍କାଗୁଣ୍ଡ ଫିଙ୍ଗି ଲୁଟି ନେଲେ ଅଢ଼େଇ କିଲୋ ସୁନା

କଟକ: କଟକର ଅଲିଶା ବଜାରର କେମିକାଲ୍ ରାସ୍ତାରେ ଗତକାଲି ରାତିରେ ଏକ ଗହଣା କାରଖାନାର କର୍ମଚାରୀଙ୍କଠାରୁ  ପ୍ରାୟ ୨ କିଲୋ ୨୦୦ ଗ୍ରାମ ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସେ ଏସବୁ ସୁନାଗହଣା ନେଇ ହଲ୍‌ମାର୍କ କରିବାକୁ ଚୌଧୁରୀ ବଜାର ଯାଉଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ। ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇ ଥିଲେ। ଦୁର୍ବୃତ୍ତମାନେ ତାଙ୍କ ଉପରେ ଲଙ୍କା ଗୁଣ୍ଡ ପକାଇ ଗାଡ଼ି ଛଡ଼ାଇ ନେଇଥିଲେ। ଗାଡ଼ି ଡିକିରେ […]

111

111

Rakesh Mallick
  • Published: Sunday, 09 April 2017
  • Updated: 09 April 2017, 08:34 PM IST

କଟକ: କଟକର ଅଲିଶା ବଜାରର କେମିକାଲ୍ ରାସ୍ତାରେ ଗତକାଲି ରାତିରେ ଏକ ଗହଣା କାରଖାନାର କର୍ମଚାରୀଙ୍କଠାରୁ  ପ୍ରାୟ ୨ କିଲୋ ୨୦୦ ଗ୍ରାମ ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସେ ଏସବୁ ସୁନାଗହଣା ନେଇ ହଲ୍‌ମାର୍କ କରିବାକୁ ଚୌଧୁରୀ ବଜାର ଯାଉଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ। ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇ ଥିଲେ। ଦୁର୍ବୃତ୍ତମାନେ ତାଙ୍କ ଉପରେ ଲଙ୍କା ଗୁଣ୍ଡ ପକାଇ ଗାଡ଼ି ଛଡ଼ାଇ ନେଇଥିଲେ। ଗାଡ଼ି ଡିକିରେ ସୁନା ଅଳଙ୍କାର ଥିଲା। ଲୁଟ୍ ସୁନା ଅଳଙ୍କାରର ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।

ଏ ନେଇ ଲାଲ୍‌ବାଗ ଥାନାରେ ଅଭିଯୋଗ ହୋଇଛି। ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁର୍ବୃତ୍ତମାନଙ୍କୁ ଧରିବାକୁ ଉଦ୍ୟମ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story