ଡକାୟତି ଯୋଜନା ପଣ୍ଡ, ୨ ଗିରଫ

କଟକ: କଟକ କନ୍ଦରପୁର ନିକଟରେ ଏକ ପେଟ୍ରୋଲ ପମ୍ପରୁ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ୨ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ୍। ସେମାନଙ୍କ ନିକଟରୁ ୪ଟି  ବୋମା, ଏକ ବନ୍ଧୁକ ସହ ଗୋଟେ ରାଉଣ୍ଡ ଗୁଳି ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ  ଜଗତସିଂହପୁର କଇଜଙ୍ଗା ଅଞ୍ଚଳର ଉମେଶ ବେହେରା ଓ କଟକ ଦରଘାବଜାର ଅଞ୍ଚଳର ରାଜେଶ ସେଠୀ। ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।  ଡକାୟତ ଗ୍ୟାଙ୍ଗର ବାକି ୪ […]

nn

nn

Rakesh Mallick
  • Published: Monday, 25 December 2017
  • Updated: 25 December 2017, 05:13 PM IST

କଟକ: କଟକ କନ୍ଦରପୁର ନିକଟରେ ଏକ ପେଟ୍ରୋଲ ପମ୍ପରୁ ଡକାୟତି କରିବା ପାଇଁ ଯୋଜନା କରୁଥିବା ବେଳେ ୨ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ୍। ସେମାନଙ୍କ ନିକଟରୁ ୪ଟି  ବୋମା, ଏକ ବନ୍ଧୁକ ସହ ଗୋଟେ ରାଉଣ୍ଡ ଗୁଳି ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ  ଜଗତସିଂହପୁର କଇଜଙ୍ଗା ଅଞ୍ଚଳର ଉମେଶ ବେହେରା ଓ କଟକ ଦରଘାବଜାର ଅଞ୍ଚଳର ରାଜେଶ ସେଠୀ। ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।  ଡକାୟତ ଗ୍ୟାଙ୍ଗର ବାକି ୪ ସଦସ୍ୟ  ଫେରାର୍ ହୋଇଯାଇଥିବା ପୋଲିସ୍ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story