କଟକ : ଆଚାର୍ଯ୍ୟ ହରିହର କ୍ୟାନସର ରିସର୍ଚ୍ଚ ସେଣ୍ଟରରେ ପାଥୋଲୋଜି ଓ ନିଶ୍ଚେତକ ଏମଡି ପାଠ୍ୟକ୍ରମ ପାଇଁ ଅନୁମତି

କଟକ: କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ରିସର୍ଚ୍ଚ ସେଣ୍ଟରରେ ଦୁଇଟି ନୂଆ ଏମଡି ପାଠ୍ୟକ୍ରମ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅନୁମତି ମିଳିଛି। ପାଥୋଲୋଜି ଓ ନିଶ୍ଚେତକ ବିଭାଗରେ ଏହି ଏମଡି ପାଠ୍ୟକ୍ରମ ପ୍ରଚଳନ ହେବ। ଏ ସମ୍ପର୍କରେ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ରଲେଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡେପି ନଡ୍ଡା ଜଣାଇଛନ୍ତି। ପୋଷ୍ଟ ଗ୍ରାଜୁଏସନ ମେଡିକାଲ ଆଣ୍ଡ ରିସର୍ଚ୍ଚ ନିୟମ ୨୦୦୦ର ୮-୧-ଏ- ଧାରା ଅନୁସାରେ ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟରର ଏହି ଦୁଇ ଏମଡି […]

ahrcc

ahrcc

Rakesh Mallick
  • Published: Friday, 25 September 2015
  • Updated: 25 September 2015, 09:24 AM IST

Sports

Latest News

କଟକ: କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ରିସର୍ଚ୍ଚ ସେଣ୍ଟରରେ ଦୁଇଟି ନୂଆ ଏମଡି ପାଠ୍ୟକ୍ରମ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅନୁମତି ମିଳିଛି। ପାଥୋଲୋଜି ଓ ନିଶ୍ଚେତକ ବିଭାଗରେ ଏହି ଏମଡି ପାଠ୍ୟକ୍ରମ ପ୍ରଚଳନ ହେବ। ଏ ସମ୍ପର୍କରେ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ରଲେଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡେପି ନଡ୍ଡା ଜଣାଇଛନ୍ତି। ପୋଷ୍ଟ ଗ୍ରାଜୁଏସନ ମେଡିକାଲ ଆଣ୍ଡ ରିସର୍ଚ୍ଚ ନିୟମ ୨୦୦୦ର ୮-୧-ଏ- ଧାରା ଅନୁସାରେ ଆଚାର୍ଯ୍ୟ ହରିହର କ୍ୟାନସର ସେଣ୍ଟରର ଏହି ଦୁଇ ଏମଡି କୋର୍ସ ପାଇଁ ଅନୁମତି ପ୍ରଦାନ କରାଯାଇଛି। ଓଡ଼ିଶାବାସୀଙ୍କ ପାଇଁ ଏହି ବ୍ୟବସ୍ଥା ହୋଇଥିବାରୁ କେନ୍ଦ୍ର ପେଟ୍ରୋଲିୟମମ୍ ମନ୍ତ୍ରୀ ଉଭୟ ପ୍ରଧାନମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story