ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା: ଆରମ୍ଭ ହେଲା ଅନ୍‌ଲାଇନ୍‌ ଫର୍ମପୂରଣ

କଟକ: ମାଟ୍ରିକ୍ ସପ୍ଲିମେଣ୍ଟାରୀ  ପରୀକ୍ଷା ପାଇଁ ଆଜି ସକାଳ ୮ଟାରୁ ଅନ୍‌ଲାଇନ୍‌ ଫର୍ମପୂରଣ ଆରମ୍ଭ ହୋଇଛି। ମେ’ ୧୭ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଫର୍ମପୂରଣ ସୁଯୋଗ ଇଣ୍ଟରନେଟ୍‌ରେ ଉପଲବ୍ଧ ହେବ। ଇଚ୍ଛୁକ ପ୍ରାର୍ଥୀ www.indiaresults.com ମାଧ୍ୟମରେ ଫର୍ମପୂରଣ କରିପାରିବେ। ଆସନ୍ତା ଜୁନ୍ ୨ ତାରିଖରୁ  ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ।

matrick

matrick

Rakesh Mallick
  • Published: Friday, 13 May 2016
  • Updated: 13 May 2016, 04:31 AM IST

Sports

Latest News

କଟକ: ମାଟ୍ରିକ୍ ସପ୍ଲିମେଣ୍ଟାରୀ  ପରୀକ୍ଷା ପାଇଁ ଆଜି ସକାଳ ୮ଟାରୁ ଅନ୍‌ଲାଇନ୍‌ ଫର୍ମପୂରଣ ଆରମ୍ଭ ହୋଇଛି। ମେ’ ୧୭ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଫର୍ମପୂରଣ ସୁଯୋଗ ଇଣ୍ଟରନେଟ୍‌ରେ ଉପଲବ୍ଧ ହେବ। ଇଚ୍ଛୁକ ପ୍ରାର୍ଥୀ www.indiaresults.com ମାଧ୍ୟମରେ ଫର୍ମପୂରଣ କରିପାରିବେ।

ଆସନ୍ତା ଜୁନ୍ ୨ ତାରିଖରୁ  ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos