କଟକ: ଏଟିଏମ୍‌ ମେସିନ୍‌ ଭାଙ୍ଗି ଲୁଟିଲେ

କଟକ: କଟକ ଜିଲ୍ଲା ଗଣ୍ଡରପୁର ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ଏଟିଏମ୍‌ ମେସିନ୍‌ ଭାଙ୍ଗି ୧୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ ପୂର୍ବରୁ ଦୁର୍ବୃତ୍ତମାନେ ସିସିଟିଭିକୁ ଭାଙ୍ଗିଥିଲେ ଓ ଯିବା ବେଳେ ଭଙ୍ଗା ସିସିଟିଭିକୁ ସାଙ୍ଗରେ ନେଇଯାଥିଲେ। ଏ ନେଇ ଅଭିଯୋଗ ହେବା ପରେ ପୋଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଘର ମାଲିକ କୁହନ୍ତି, “ଆଜି ସକାଳେ ପ୍ରାତଃ ଭ୍ରମଣ ସାରି ଘରକୁ ଫେରିଲା ବେଳେ […]

cuttack-atm-loot

cuttack-atm-loot

Rakesh Mallick
  • Published: Monday, 17 October 2016
  • Updated: 17 October 2016, 05:42 PM IST

Sports

Latest News

କଟକ: କଟକ ଜିଲ୍ଲା ଗଣ୍ଡରପୁର ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ଏଟିଏମ୍‌ ମେସିନ୍‌ ଭାଙ୍ଗି ୧୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ ପୂର୍ବରୁ ଦୁର୍ବୃତ୍ତମାନେ ସିସିଟିଭିକୁ ଭାଙ୍ଗିଥିଲେ ଓ ଯିବା ବେଳେ ଭଙ୍ଗା ସିସିଟିଭିକୁ ସାଙ୍ଗରେ ନେଇଯାଥିଲେ। ଏ ନେଇ ଅଭିଯୋଗ ହେବା ପରେ ପୋଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଘର ମାଲିକ କୁହନ୍ତି, “ଆଜି ସକାଳେ ପ୍ରାତଃ ଭ୍ରମଣ ସାରି ଘରକୁ ଫେରିଲା ବେଳେ ଏଟିଏମ୍‌ର ସର୍ଟର ପଡ଼ିଥିବା ଦେଖିବାକୁ ପାଇଲି। ସର୍ଟର ଟେକିଲା ବେଳକୁ ତାର ପୋଡ଼ି ଯାଇଥିବା ଦେଖି ଏଟିଏମ୍‌ କର୍ମଚାରୀଙ୍କୁ ଜଣାଇଥିଲୁ। ସେମାନେ ଆସିବା ପରେ ଏଟିଏମ୍‌ ମେସିନ୍‌ ଭଙ୍ଗାଯାଇଥିବା ଜଣାପଡ଼ିଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos