ଆଜି ମା’ କଟକ ଚଣ୍ଡୀଙ୍କ ଗାୟତ୍ରୀ ବେଶ

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଷଷ୍ଠୀ। ଧରାପୃଷ୍ଠରେ ଅବତରଣ କରିବେ ଜଗଦଜନନୀ ମା’ ଦୁର୍ଗା।  ଶାରଦୀୟ ଦୁର୍ଗା ପୂଜା ଲାଗି ଚଳଚଞ୍ଚଳ ବିଭିନ୍ନ ଶକ୍ତିପୀଠ। କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ଆଜି ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସେହିପରି ମା’ ଗଡ଼ଚଣ୍ଡୀ ନାରାୟଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ପୂଜା ଲାଗି ଗାଁରୁ ସହରଯାଏ ସବୁ ନବବଧୂ ପରି ସଜେଇ ହୋଇଛି । ଟ୍ୱିନ୍ ସିଟି ସମେତ ରାଉରକେଲା, ବ୍ରହ୍ମପୁର ସବୁଠି ହୋଇଛି ରଙ୍ଗବେରଙ୍ଗର […]

cuttack.00

cuttack.00

Tapaswini Nayak
  • Published: Thursday, 03 October 2019
  • Updated: 03 October 2019, 09:14 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଷଷ୍ଠୀ। ଧରାପୃଷ୍ଠରେ ଅବତରଣ କରିବେ ଜଗଦଜନନୀ ମା’ ଦୁର୍ଗା।  ଶାରଦୀୟ ଦୁର୍ଗା ପୂଜା ଲାଗି ଚଳଚଞ୍ଚଳ ବିଭିନ୍ନ ଶକ୍ତିପୀଠ। କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ ଆଜି ଗାୟତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସେହିପରି ମା’ ଗଡ଼ଚଣ୍ଡୀ ନାରାୟଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ପୂଜା ଲାଗି ଗାଁରୁ ସହରଯାଏ ସବୁ ନବବଧୂ ପରି ସଜେଇ ହୋଇଛି । ଟ୍ୱିନ୍ ସିଟି ସମେତ ରାଉରକେଲା, ବ୍ରହ୍ମପୁର ସବୁଠି ହୋଇଛି ରଙ୍ଗବେରଙ୍ଗର ତୋରଣ। ଶିଳ୍ପୀମାନେ ମୂର୍ତ୍ତିଗୁଡ଼ିକରେ ଶେଷ ସ୍ପର୍ଶ ଦେଉଛନ୍ତି ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos