କଟକ: ଟଙ୍କା ନ ଦେବାରୁ ମହିଳାଙ୍କ ଶବ ଫେରାଇ ଦେବା ଅଭିଯୋଗ

କଟକ: କଟକ ମହାନଦୀ ବିହାରରେ ଅଭାବନୀୟ ଘଟଣା ଘଟିଛି। କାଳିବୋଦା ଶଶ୍ମାନରେ ଶବଦାହ ପାଇଁ ଟଙ୍କା ନ ଦେବାରୁ ମହିଳାଙ୍କ ଶବ ଫେରାଇ ଦେଇଥିବା ଅଭିଯୋଗ ହୋଇଛି।

କଟକ ରେଳ ଷ୍ଟେସନ ନିକଟ ବସ୍ତିରେ ରହୁଥିବା ବାବୁ ସିଂଙ୍କ ପତ୍ନୀ କୁନି ସିଂଙ୍କ ମୃତ୍ୟୁ ଘଟିବା ପରେ ତାଙ୍କର ଶବ ସତ୍କାର ପାଇଁ ଶଶ୍ମାନକୁ ଆଣିଥିଲେ। ସେଠାରେ କିଛି ବ୍ୟକ୍ତି ତାକୁ ଶବହାହ ପାଇଁ ୨୦୦୦ ଟଙ୍କ। ମାଗିଥିବା ଅଭିଯୋଗ ହୋଇଥିଲା। ଏହାପରେ କୁନିଙ୍କ ଶବକୁ ବସ୍ତିର ମହିଳା ତାଙ୍କ ପିଲାମାନେ ଅନ୍ୟତ୍ର ନେଇ ଯାଉଥିଲେ। ସ୍ଥାନୀୟ ଲୋକ ଏଘଟଣା ଦେଖିବା ପରେ କର୍ପୋରେଟର ଓ ବିଧାୟକଙ୍କୁ ଖବର ଦେଇଥିଲେ। ଏହାପରେ ସ୍ଥାନୀୟ ବିଧାୟକ ଓ କର୍ପୋରେଟରଙ୍କ ସହାୟତାରେ ଶବଦାହ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ବିଜେଡି ବିରୁଦ୍ଧରେ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା କଂଗ୍ରେସ

କରୋନାରୁ ସୁସ୍ଥ ପରେ ବି ରହିଛି ବିପଦ, ସରକାର ଜାରି କଲେ ଆଡଭାଇଜରି

ସରପଞ୍ଚଙ୍କ ବାପାଙ୍କୁ ହାଣିଦେଲେ ଦୁର୍ବୃତ୍ତ, ଅଳ୍ପକେ ବର୍ତିଲେ ମା’ ଓ ଭାଇ

ଭୁବନେଶ୍ୱରରେ ସରିଲା, ଦଶହରା ପରେ କଟକ ଓ ପୁରୀରେ ସେରୋ ସର୍ଭେ

ରକ୍ତମୁଖା ଜମି ପିଇଲା ୩ ଜଣଙ୍କ ରକ୍ତ

ମନୁଷ୍ୟକୃତ ବନ୍ୟା: ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଲୋକାଯୁକ୍ତଙ୍କ ନୋଟିସ୍‌

ରାତି ପାହିଲେ ମହାଷଷ୍ଠୀ ,ଏଥର ସୁନା ଚାନ୍ଦିରେ ଝଟକିବେନି ମା ’

କାମ ମିଳିନାହିଁ, ଶେଷରେ ଦିନ ମଜୁରିଆ ସାଜିଲେ ଇଞ୍ଜିନିୟର

କାଲି ଏହି ୧୫ ମିନିଟ୍‌ ପାଇଁ ବିଜୁଳି ନ ଜାଳିବାକୁ ଆହ୍ୱାନ

ପଥର ଖାଦାନ ଚାଲାଣକୁ ନେଇ ଦୁଇ ଗୋଷ୍ଠୀ ହାତାହାତି

କାଲି ଅବପାତ ରୂପ ନେବ ଲଘୁଚାପ !

ପୁଣି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି