କଟକ: ଟଙ୍କା ନ ଦେବାରୁ ମହିଳାଙ୍କ ଶବ ଫେରାଇ ଦେବା ଅଭିଯୋଗ

କଟକ: କଟକ ମହାନଦୀ ବିହାରରେ ଅଭାବନୀୟ ଘଟଣା ଘଟିଛି। କାଳିବୋଦା ଶଶ୍ମାନରେ ଶବଦାହ ପାଇଁ ଟଙ୍କା ନ ଦେବାରୁ ମହିଳାଙ୍କ ଶବ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। କଟକ ରେଳ ଷ୍ଟେସନ ନିକଟ ବସ୍ତିରେ ରହୁଥିବା ବାବୁ ସିଂଙ୍କ ପତ୍ନୀ କୁନି ସିଂଙ୍କ ମୃତ୍ୟୁ ଘଟିବା ପରେ ତାଙ୍କର ଶବ ସତ୍କାର ପାଇଁ ଶଶ୍ମାନକୁ ଆଣିଥିଲେ। ସେଠାରେ କିଛି ବ୍ୟକ୍ତି ତାକୁ ଶବହାହ ପାଇଁ ୨୦୦୦ ଟଙ୍କ। ମାଗିଥିବା ଅଭିଯୋଗ ହୋଇଥିଲା। ଏହାପରେ କୁନିଙ୍କ ଶବକୁ ବସ୍ତିର […]

cuttack

cuttack

Rakesh Mallick
  • Published: Saturday, 15 October 2016
  • Updated: 15 October 2016, 05:13 PM IST

Sports

Latest News

କଟକ: କଟକ ମହାନଦୀ ବିହାରରେ ଅଭାବନୀୟ ଘଟଣା ଘଟିଛି। କାଳିବୋଦା ଶଶ୍ମାନରେ ଶବଦାହ ପାଇଁ ଟଙ୍କା ନ ଦେବାରୁ ମହିଳାଙ୍କ ଶବ ଫେରାଇ ଦେଇଥିବା ଅଭିଯୋଗ ହୋଇଛି।

କଟକ ରେଳ ଷ୍ଟେସନ ନିକଟ ବସ୍ତିରେ ରହୁଥିବା ବାବୁ ସିଂଙ୍କ ପତ୍ନୀ କୁନି ସିଂଙ୍କ ମୃତ୍ୟୁ ଘଟିବା ପରେ ତାଙ୍କର ଶବ ସତ୍କାର ପାଇଁ ଶଶ୍ମାନକୁ ଆଣିଥିଲେ। ସେଠାରେ କିଛି ବ୍ୟକ୍ତି ତାକୁ ଶବହାହ ପାଇଁ ୨୦୦୦ ଟଙ୍କ। ମାଗିଥିବା ଅଭିଯୋଗ ହୋଇଥିଲା। ଏହାପରେ କୁନିଙ୍କ ଶବକୁ ବସ୍ତିର ମହିଳା ତାଙ୍କ ପିଲାମାନେ ଅନ୍ୟତ୍ର ନେଇ ଯାଉଥିଲେ। ସ୍ଥାନୀୟ ଲୋକ ଏଘଟଣା ଦେଖିବା ପରେ କର୍ପୋରେଟର ଓ ବିଧାୟକଙ୍କୁ ଖବର ଦେଇଥିଲେ। ଏହାପରେ ସ୍ଥାନୀୟ ବିଧାୟକ ଓ କର୍ପୋରେଟରଙ୍କ ସହାୟତାରେ ଶବଦାହ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story