କଟକ: ଡ୍ରେନ୍ ଉପରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

କଟକ: କଟକର ଜଣ୍ଡିସ ପ୍ରଭାବିତ ଯୋବ୍ରା ଅଞ୍ଚଳରେ ଆଜି ସିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯାଇଛି। ଡ୍ରେନ୍ ଅବରୋଧ କରି ବେଆଇନ ଭାବେ କରାଯାଇଥିବା ନିର୍ମାଣଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ଡ୍ରେନ୍ ଉପରେ ଜବରଦଖଲ କରି ଦୋକାନୀମାନେ ରଖିଥିବା ଜିନିଷପତ୍ରକୁ ଉଚ୍ଛେଦ କରାଯାଇଥିଲା। ଡ୍ରେନ୍ ଅବରୋଧ ଯୋଗୁଁ ଦୀର୍ଘ ଦିନ ହେଲା ନାଳଗୁଡ଼ିକ ସଫା ହୋଇପାରୁ ନ ଥିଲା। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଜଣ୍ଡିସ ବ୍ୟାପୁଛି ବୋଲି ନଗର ଉନ୍ନୟନ ସଚିବ କହିବା ସହ ତୁରନ୍ତ […]

ctc-jabardakhal-uchheda

ctc-jabardakhal-uchheda

Rakesh Mallick
  • Published: Wednesday, 06 April 2016
  • Updated: 06 April 2016, 12:48 PM IST

Sports

Latest News

କଟକ: କଟକର ଜଣ୍ଡିସ ପ୍ରଭାବିତ ଯୋବ୍ରା ଅଞ୍ଚଳରେ ଆଜି ସିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯାଇଛି। ଡ୍ରେନ୍ ଅବରୋଧ କରି ବେଆଇନ ଭାବେ କରାଯାଇଥିବା ନିର୍ମାଣଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ଡ୍ରେନ୍ ଉପରେ ଜବରଦଖଲ କରି ଦୋକାନୀମାନେ ରଖିଥିବା ଜିନିଷପତ୍ରକୁ ଉଚ୍ଛେଦ କରାଯାଇଥିଲା।

ଡ୍ରେନ୍ ଅବରୋଧ ଯୋଗୁଁ ଦୀର୍ଘ ଦିନ ହେଲା ନାଳଗୁଡ଼ିକ ସଫା ହୋଇପାରୁ ନ ଥିଲା। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁଁ ଜଣ୍ଡିସ ବ୍ୟାପୁଛି ବୋଲି ନଗର ଉନ୍ନୟନ ସଚିବ କହିବା ସହ ତୁରନ୍ତ ଜବରଦଖଲ ଉଚ୍ଛେଦ କରିବାକୁ ସିଏମସିକୁ ନିର୍ଦେଶ ଦେଇଥିଲେ।

ଆଜିର ଉଚ୍ଛେଦ ସଂପର୍କରେ ସୂଚନା ଦେଇ ସିଏମ୍‌ସିର ଡେପୁଟି ସେକ୍ରେଟେରୀ ନିର୍ମଳ ଚନ୍ଦ୍ର ନାୟକ କହିଛନ୍ତି,“ଜଣ୍ଡିସ୍ ବ୍ୟାପିଥିବା ଯୋବ୍ରା ଅଞ୍ଚଳରୁ ଡ୍ରେନ୍ ଉପର ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯାଇଛି। ନାଳ,ନର୍ଦ୍ଦମାଗୁଡ଼ିକ ଉପରେ ବେଆଇନ୍ ନିର୍ମାଣ କରାଯାଇଥିବା ଯୋଗୁଁ ସେଗୁଡ଼ିକ ସଫା ହୋଇପାରୁ ନ ଥିଲା। ତେଣୁ ଡ୍ରେନ୍ ଉପରେ ହୋଇଥିବା ନିର୍ମାଣ କାର୍ଯ୍ୟ ଭାଙ୍ଗି ଦିଆଯାଇଛି। ଡ୍ରେନ୍ ଉପରେ ବେଆଇନ୍ ନିର୍ମାଣ କରି ସେଥିରେ ଦୋକାନୀମାନେ ସେମାନଙ୍କ ଜିନିଷପତ୍ର ରଖୁଥିଲେ। ସେଗୁଡ଼ିକୁ ମଧ୍ୟ ଉଚ୍ଛେଦ କରାଯାଇଛି। ତେବେ ଆଜି କୌଣସି ଦୋକାନ ଘର ଭଙ୍ଗା ଯାଇନାହିଁ।”

ସେ କହିଛନ୍ତି,“ନାଳ ଉପରେ ପୁଣି ବେଆଇନ୍ ନିର୍ମାଣ କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ପୋଲିସ୍ ପ୍ରଶାସନକୁ ଜଣାଇ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story