୧୫ ବର୍ଷ ସଜା କାଟିବା ପରେ ଜଣାପଡ଼ିଲା ଅପରାଧୀ ନାବାଳକ

କଟକ: ୧୫ ବର୍ଷର ଜେଲ ଦଣ୍ଡ ଭୋଗିବା ପରେ ଅପରାଧୀକୁ ନାବାଳକ ଘୋଷଣା କରି ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୨୮ନଭେମ୍ବର ୨୦୦୨ରେ କଟକ ଜୋବ୍ରା ଗେଟ୍ ନିକଟରେ ଗୁଳିକାଣ୍ଡ ଘଟିଥିଲା। ଏହି ହତ୍ୟାକାଣ୍ଡରେ ୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ଅତିରିକ୍ତ ଦୌରା ଜଜ୍। ଏହି ୪ ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ନାବାଳକ ଥିଲେ। ଘଟଣା ସମୟରେ ଅଭିଯୁକ୍ତଙ୍କ ବୟସ ଥିଲା ୧୭ ବର୍ଷ ୫ ମାସ ୧୫ଦିନ। ତେବେ […]

OrissaHighCourt

OrissaHighCourt

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 02:23 PM IST

Sports

Latest News

କଟକ: ୧୫ ବର୍ଷର ଜେଲ ଦଣ୍ଡ ଭୋଗିବା ପରେ ଅପରାଧୀକୁ ନାବାଳକ ଘୋଷଣା କରି ଜେଲରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

୨୮ନଭେମ୍ବର ୨୦୦୨ରେ କଟକ ଜୋବ୍ରା ଗେଟ୍ ନିକଟରେ ଗୁଳିକାଣ୍ଡ ଘଟିଥିଲା। ଏହି ହତ୍ୟାକାଣ୍ଡରେ ୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ଅତିରିକ୍ତ ଦୌରା ଜଜ୍। ଏହି ୪ ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ନାବାଳକ ଥିଲେ। ଘଟଣା ସମୟରେ ଅଭିଯୁକ୍ତଙ୍କ ବୟସ ଥିଲା ୧୭ ବର୍ଷ ୫ ମାସ ୧୫ଦିନ। ତେବେ ବିଚାର ଚାଲିଥିବା ବେଳେ ଅଭିଯୁକ୍ତ ନାବାଳକ ବୋଲି କୌଣସି ପକ୍ଷ ଦୃଷ୍ଟି ଆକର୍ଷଣ କରି ନ ଥିଲେ।

୨୦୧୫ ମସିହାରେ ଅଭିଯୁକ୍ତଙ୍କ ପକ୍ଷରୁ  ଆଡଭୋକେଟ୍ ରାକେଶ କୁମାର ମଲ୍ଲିକ ହାଇକୋର୍ଟରେ ଏକ ମିସକେସ୍ ଫାଇଲ କରିଥିଲେ। ଏଥିରେ ସେ  ଘଟଣା ଘଟିଥିବା ସମୟରେ ଅଭିଯୁକ୍ତ ନାବାଳକ ଥିବା ଦର୍ଶାଇଥିଲେ। ଏ ସମ୍ବନ୍ଧୀୟ  ସମସ୍ତ ଦସ୍ତାବିଜ୍  ମଧ୍ୟ  କୋର୍ଟରେ ଦାଖଲ କରିଥିଲେ।

ଗତ ଜୁଲାଇ ମାସରେ ହାଇକୋର୍ଟ ଏହାର ତଦନ୍ତ କରିବା ପାଇଁ   ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଇଥିଲେ। ରିପୋର୍ଟ ଆସିବା ପରେ ହାଇକୋର୍ଟ ଅଭିଯୁକ୍ତକୁ ନାବାଳକ ଘୋଷଣା  କରି ତାକୁ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସାମୀ ଜଣକ ଚୌଦ୍ୱାର ଜେଲରେ ଏବେ ସଜା କାଟୁଛନ୍ତି।  ଆସନ୍ତା ୨୫ ତାରିଖରେ ତାଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର ହେବା ପାଇଁ  କୋର୍ଟ ଆଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story