ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ଏସ୍‌.ଏନ୍‌. ପ୍ରସାଦ

କଟକ: ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଜଷ୍ଟିସ୍‌ ସୁଜିତ ନାରାୟଣ ପ୍ରସାଦ ଆଜି ଶପଥ ନେଇଛନ୍ତି । ହାଇକୋର୍ଟର କନ୍‌ଫରେନ୍ସ ହଲ୍‌ରେ ଜଷ୍ଟିସ୍‌ ପ୍ରସାଦଙ୍କୁ ମୁଖ୍ୟ ବିଚାରପତି ଶପଥ ପାଠ କରାଇଥିଲେ। ଜଷ୍ଟିସ୍‌ ପ୍ରସାଦ ୨୦୧୪ ସେପ୍ଟେମ୍ୱର ୨୬ ତାରିଖରେ ଝାଡଖଣ୍ଡ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଗତବର୍ଷ ମାର୍ଚ୍ଚ ୧୨ ତାରିଖରେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ତାଙ୍କର ବଦଳି ହୋଇଥିଲା।

cuttack

cuttack

Rakesh Mallick
  • Published: Friday, 15 July 2016
  • Updated: 15 July 2016, 01:34 PM IST

Sports

Latest News

କଟକ: ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଜଷ୍ଟିସ୍‌ ସୁଜିତ ନାରାୟଣ ପ୍ରସାଦ ଆଜି ଶପଥ ନେଇଛନ୍ତି । ହାଇକୋର୍ଟର କନ୍‌ଫରେନ୍ସ ହଲ୍‌ରେ ଜଷ୍ଟିସ୍‌ ପ୍ରସାଦଙ୍କୁ ମୁଖ୍ୟ ବିଚାରପତି ଶପଥ ପାଠ କରାଇଥିଲେ। ଜଷ୍ଟିସ୍‌ ପ୍ରସାଦ ୨୦୧୪ ସେପ୍ଟେମ୍ୱର ୨୬ ତାରିଖରେ ଝାଡଖଣ୍ଡ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ଗତବର୍ଷ ମାର୍ଚ୍ଚ ୧୨ ତାରିଖରେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ତାଙ୍କର ବଦଳି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos