କଟକ: ୫ ଜଳ ନମୁନାରୁ ୨ରେ ଜଣ୍ଡିସ୍‌ ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୪୪କୁ ବୃଦ୍ଧି

କଟକ: କଟକରେ ଜଣ୍ଡିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଜୋବ୍ରା ଅଞ୍ଚଳରେ ସ୍ଥିତି ଅଣାୟତ ହେବାରେ ଲାଗିଛି। ଆଜି ଆଉ ୪ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହି ୪ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଁଞ୍ଚିଛି। ଏହାସହ ବିଭିନ୍ନ ସ୍ଥାନରୁ ନିଆଯାଇଥିବା ଜଳ ନମୁନାର ପରୀକ୍ଷା ରିପୋର୍ଟରୁ ପାନୀୟଜଳରୁ ଜଣ୍ଡିସ୍‌ ବ୍ୟାପିଥିବା ଜଣାପଡିଛି। ବିଭିନ୍ନ ସ୍ଥାନରୁ ୧୨ଟି ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା। ସେଥିରୁ ୫ଟିର ରିପୋର୍ଟ ଆସିଛି। ଉକ୍ତ […]

joundish

joundish

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 04:21 PM IST

Sports

Latest News

କଟକ: କଟକରେ ଜଣ୍ଡିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି। ଜୋବ୍ରା ଅଞ୍ଚଳରେ ସ୍ଥିତି ଅଣାୟତ ହେବାରେ ଲାଗିଛି। ଆଜି ଆଉ ୪ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହି ୪ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୪୪ରେ ପହଁଞ୍ଚିଛି। ଏହାସହ ବିଭିନ୍ନ ସ୍ଥାନରୁ ନିଆଯାଇଥିବା ଜଳ ନମୁନାର ପରୀକ୍ଷା ରିପୋର୍ଟରୁ ପାନୀୟଜଳରୁ ଜଣ୍ଡିସ୍‌ ବ୍ୟାପିଥିବା ଜଣାପଡିଛି।

ବିଭିନ୍ନ ସ୍ଥାନରୁ ୧୨ଟି ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା। ସେଥିରୁ ୫ଟିର ରିପୋର୍ଟ ଆସିଛି। ଉକ୍ତ ୫ଟିରୁ ୨ଟିରେ ଜଣ୍ଡିସ୍‌ ପଜିଟିଭ୍‌ ଥିବା ରିପୋର୍ଟ ଆସିଛି ବୋଲି କଟକ ସିଡିଏମ୍‌ଓ ପ୍ରଫୁଲ ବେହେରା କହିଛନ୍ତି।

ଜଣ୍ଡିସ୍‌କୁ ନେଇ କଟକବାସୀ ଆତଙ୍କିତ ହୋଇପଡିଥିବା ବେଳେ ରାଜନୀତି ମଧ୍ୟ ଜୋର ଧରିଛି।

ବିଜେପି ନେତା ନୟନ କିଶୋର ମହାନ୍ତି କହିଛନ୍ତି, “ଆମେ ଆଜି କଟକ ସହର ଜଣ୍ଡିସ୍‌ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛୁ। ସହରରେ ଜଣ୍ଡିସ ସ୍ଥିତି ଅସମ୍ଭାଳ ହେବାକୁ ଲାଗିଛି। ସହରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଏହାକୁ ସୁଧାରିବାକୁ କଟକ ମହାନଗର ନିଗମ କୌଣସି ବ୍ୟବସ୍ଥା କରୁନାହିଁ। ଜଣ୍ଡିସକୁ ଆୟତ୍ତ କରିବାକୁ ଜନସ୍ୱାସ୍ଥ୍ୟ ବିଭାଗର ଆନ୍ତରିକତା ଥିବା ପରି ମନେ ହେଉନାହିଁ।”

କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ କହିଛନ୍ତି, “ଜଣ୍ଡିସ ସ୍ଥିତି ସୁଧାରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଆମେ ସରକାରଙ୍କ ପାଖରେ ଦାବି କରୁଛୁ। କଟକ ସହରରେ କ’ଣ ପାଇଁ କାର୍ଯ୍ୟ ସବୁ ଅଧୁରା ରହିଛି ? କାହିଁକି ଏହାକୁ ଶେଷ କରାଯାଇନାହିଁ ? ତାହାର ତୁରନ୍ତ ତର୍ଜମା କରାଯାଉ ଓ ସହରର ଡେନ୍‌ ତଳେ ଥିବା ସମସ୍ତ ପୁରୁଣା ପାଇପ୍‌କୁ ତୁରନ୍ତ ବଦଳାଯାଉ।”

ସୂଚନାଯୋଗ୍ୟ, ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣ୍ଡିସ୍‌ ରଖିବାକୁ ବହୁବିଧ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ସ୍ଥିତିରେ ଉନ୍ନତି ହେବା ବଦଳରେ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story