କଟକ: ମାଲଗୋଦାମ ଥାନା ପରିସରରୁ ଅଜଗର ଉଦ୍ଧାର

କଟକ: କଟକ ମାଲଗୋଦାମ ଥାନା ପରିସରରୁ ଆଜି ସକାଳେ ଏକ ୮ ଫୁଟ୍‌ ଲମ୍ୱର ଅଜଗର ସାପ ଉଦ୍ଧାର କରାଯାଇଛି। ଅଜଗରଟି ଥାନା ପରିସରରେ ଥିବା କର୍ମଚାରୀମାନେ ଦେଖିବା ପରେ ସ୍ନେକ ହେଲପ୍‌ଲାଇନ୍‌ ସଦସ୍ୟଙ୍କୁ ଖବର ଦେଇଥିଲେ। ସ୍ନେକ ହେଲପ୍‌ ଲାଇନ୍‌ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ୍‌ ସାପଟିକୁ ଉଦ୍ଧାର କରିଥିଲେ। ତେବେ ଏତେ ବଡ଼ ସାପ କେମିତି ଆସିଲା ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ctc

ctc

Rakesh Mallick
  • Published: Friday, 05 August 2016
  • Updated: 05 August 2016, 10:00 AM IST

Sports

Latest News

snake-ctcକଟକ: କଟକ ମାଲଗୋଦାମ ଥାନା ପରିସରରୁ ଆଜି ସକାଳେ ଏକ ୮ ଫୁଟ୍‌ ଲମ୍ୱର ଅଜଗର ସାପ ଉଦ୍ଧାର କରାଯାଇଛି। ଅଜଗରଟି ଥାନା ପରିସରରେ ଥିବା କର୍ମଚାରୀମାନେ ଦେଖିବା ପରେ ସ୍ନେକ ହେଲପ୍‌ଲାଇନ୍‌ ସଦସ୍ୟଙ୍କୁ ଖବର ଦେଇଥିଲେ।

ସ୍ନେକ ହେଲପ୍‌ ଲାଇନ୍‌ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ୍‌ ସାପଟିକୁ ଉଦ୍ଧାର କରିଥିଲେ। ତେବେ ଏତେ ବଡ଼ ସାପ କେମିତି ଆସିଲା ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos