କଟକ ନାବାଳିକା ନିର୍ଯାତନା ଘଟଣା: ସିଡବ୍ଲୁସି ନିକଟରେ ହାଜର ହେବେ ପୀଡ଼ିତା

କଟକ: କଟକ ଚାଉଳିଆଗଞ୍ଜ କୈବଲ୍ୟ ନଗରରେ ନିର୍ଯାତନାର ଶିକାର ହୋଇଥିବା ନାବାଳିକା ଆଜି ସିଡବ୍ଲୁସି ନିକଟରେ ହାଜର ହେବେ। ଗତକାଲି ସନ୍ଧ୍ୟାରେ ହସପିଟାଲରୁ ଡିସଚାର୍ଜ୍ ହେବା ପରେ ପୋଲିସ ଉପସ୍ଥିତିରେ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଚାଇଲଡ୍ ଲାଇନକୁ ହସ୍ତାନ୍ତର କରିଥିଲେ। ସିଡବ୍ଲୁସିଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଅନୁଯାୟୀ ପୀଡିତାଙ୍କୁ କେଉଁଠି ରଖାଯିବ, ତାହା ସ୍ଥିର ହେବ। ଗତ ୮ ତାରିଖରେ ନାବାଳିକା ଜଣକ ତାର ଜଣେ ପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଶାରୀରିକ ଶୋଷଣ ଓ ଅସଦାଚରଣର ଶିକାର ହୋଇଥିବା […]

ctc

ctc

Rakesh Mallick
  • Published: Saturday, 14 November 2015
  • Updated: 14 November 2015, 05:18 AM IST

Sports

Latest News

କଟକ: କଟକ ଚାଉଳିଆଗଞ୍ଜ କୈବଲ୍ୟ ନଗରରେ ନିର୍ଯାତନାର ଶିକାର ହୋଇଥିବା ନାବାଳିକା ଆଜି ସିଡବ୍ଲୁସି ନିକଟରେ ହାଜର ହେବେ। ଗତକାଲି ସନ୍ଧ୍ୟାରେ ହସପିଟାଲରୁ ଡିସଚାର୍ଜ୍ ହେବା ପରେ ପୋଲିସ ଉପସ୍ଥିତିରେ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ଚାଇଲଡ୍ ଲାଇନକୁ ହସ୍ତାନ୍ତର କରିଥିଲେ। ସିଡବ୍ଲୁସିଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଅନୁଯାୟୀ ପୀଡିତାଙ୍କୁ କେଉଁଠି ରଖାଯିବ, ତାହା ସ୍ଥିର ହେବ। ଗତ ୮ ତାରିଖରେ ନାବାଳିକା ଜଣକ ତାର ଜଣେ ପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଶାରୀରିକ ଶୋଷଣ ଓ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଘଟଣାରେ ପୀଡ଼ିତାର ମା’ଙ୍କର ମଧ୍ୟ ସଂପୃକ୍ତି ଥିବା ଅଭିଯୋଗ ହେବା ପରେ ପୋଲିସ ଉଭୟ ମା’ ଓ ସମ୍ପର୍କୀୟଙ୍କୁ ଗିରଫ କରିଥିଲା। ଚାଇଲଡ୍ ଲାଇନ୍ କର୍ମକର୍ତ୍ତା ଓ କଟକ ଶିଶୁ ସୁରକ୍ଷା ଅଧିକାରୀ ପୀଡିତାକୁ ଗୁରୁତର ଅବସ୍ଥାରେ ଶିଶୁଭବନରେ ଭର୍ତ୍ତି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story