କଟକ ନଗର ଯୁବକ ସଂଘ ପଞ୍ଜିକରଣ ରଦ୍ଦ

କଟକ: କଟକ ନଗର ଯୁବକ ସଂଘର ପଞ୍ଜିକରଣକୁ ଜିଲ୍ଲା ପ୍ରଶାସନ ରଦ୍ଦ କରିଛନ୍ତି। ମୂଳ ଲକ୍ଷ୍ୟରୁ ସଂଘ ବିଚ୍ୟୁତ ହୋଇଥିବାରୁ ଏହାର ପଞ୍ଜିକରଣକୁ ରଦ୍ଦ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସଂଗଠନ ଜରିଆରେ ବିଭିନ୍ନ ବେଆଇନ କାର୍ଯ୍ୟକ୍ରମ ହୋଇଥିବା ଅଭିଯୋଗ ଆସିବା ପରେ କଟକ ଡିସିପି ଜିଲ୍ଲା ପ୍ରଶାସନକୁ ପଞ୍ଜିକରଣକୁ ରଦ୍ଦ କରିବାକୁ ଚିଠି ଲେଖିଥିଲେ। ଜିଲ୍ଲା ପ୍ରଶାସନ ପ୍ରଥମେ କଟକ ନଗର ଯୁବକ ସଂଘକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ହେଲେ କୌଣସି ଉତ୍ତର […]

d-brothers

d-brothers

Rakesh Mallick
  • Published: Thursday, 07 April 2016
  • Updated: 07 April 2016, 04:58 PM IST

Sports

Latest News

କଟକ: କଟକ ନଗର ଯୁବକ ସଂଘର ପଞ୍ଜିକରଣକୁ ଜିଲ୍ଲା ପ୍ରଶାସନ ରଦ୍ଦ କରିଛନ୍ତି। ମୂଳ ଲକ୍ଷ୍ୟରୁ ସଂଘ ବିଚ୍ୟୁତ ହୋଇଥିବାରୁ ଏହାର ପଞ୍ଜିକରଣକୁ ରଦ୍ଦ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସଂଗଠନ ଜରିଆରେ ବିଭିନ୍ନ ବେଆଇନ କାର୍ଯ୍ୟକ୍ରମ ହୋଇଥିବା ଅଭିଯୋଗ ଆସିବା ପରେ କଟକ ଡିସିପି ଜିଲ୍ଲା ପ୍ରଶାସନକୁ ପଞ୍ଜିକରଣକୁ ରଦ୍ଦ କରିବାକୁ ଚିଠି ଲେଖିଥିଲେ। ଜିଲ୍ଲା ପ୍ରଶାସନ ପ୍ରଥମେ କଟକ ନଗର ଯୁବକ ସଂଘକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ହେଲେ କୌଣସି ଉତ୍ତର ନ ଆସିବାରୁ ସଂଘ କାର୍ଯ୍ୟାଳୟ ଆଗରେ ନୋଟିସ୍‌ ଟଙ୍ଗା ଯାଇଥିଲା। ଏହା ପରେ ବି କୌଣସି ଉତ୍ତର ନ ଆସିବାରୁ ଜିଲ୍ଲା ପ୍ରଶାସନ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ୧୮୬୦ ଧାରା ୧୨(ଡ଼ି) ଅନୁସାରେ ପଞ୍ଜିକରଣ ରଦ୍ଦ କରିଥିବା ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀଧର ମହାନ୍ତି ସୂଚନା ଦେଇଛନ୍ତି।

ଏହି ସଂଘର ସଭାପତି ଥିଲେ ସୁଶୀଲ ଧଳସମାନ୍ତ। ଡି’ ବ୍ରଦର୍ସ ମାମଲାରେ ସୁଶୀଲଙ୍କ ସହ ତାଙ୍କ ଭାଇ ସୁଶାନ୍ତ ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ସେମାନଙ୍କ ଇଙ୍ଗିତରେ ଏହି ସଂଘ କାମ କରୁଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story