କଟକ: ନିଆଁରେ ପୋଡ଼ି ହୋଇ ମା’ ପୁଅଙ୍କ ମୃତ୍ୟୁ

କଟକ: ମଧୁପାଟଣା ଥାନା ତିନିଘରିଆ ନୂଆସାହି ଅଞ୍ଚଳରେ ଆଜି ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଓ ତାଙ୍କ ପୁଅ (ଅଢ଼େଇ ବର୍ଷ)ର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମଧୁସ୍ମିତା ସାହୁ ଏବଂ ତାଙ୍କ ପୁଅ ରାହୁଲ। ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ପାରିବାରିକ କଳହକୁ କେନ୍ଦ୍ର କରି ମଧୁସ୍ମିତା ପୁଅ ସହ ନିଜ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। […]

ctc-mrutu

ctc-mrutu

Rakesh Mallick
  • Published: Tuesday, 15 March 2016
  • Updated: 15 March 2016, 12:58 PM IST

କଟକ: ମଧୁପାଟଣା ଥାନା ତିନିଘରିଆ ନୂଆସାହି ଅଞ୍ଚଳରେ ଆଜି ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଓ ତାଙ୍କ ପୁଅ (ଅଢ଼େଇ ବର୍ଷ)ର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ମଧୁସ୍ମିତା ସାହୁ ଏବଂ ତାଙ୍କ ପୁଅ ରାହୁଲ। ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ପାରିବାରିକ କଳହକୁ କେନ୍ଦ୍ର କରି ମଧୁସ୍ମିତା ପୁଅ ସହ ନିଜ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ପୋଲିସ୍ ମହିଳାଙ୍କ ସ୍ୱାମୀ ଲକ୍ଷ୍ମଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସ୍ୱାମୀ ଲକ୍ଷ୍ମଣ ଓ ପୁଅ ରାହୁଲ ସହ ପ୍ରାୟ ୬ ମାସ ହେଲା ମଧୁସ୍ମିତା ନୂଆସାହି ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। ଆଜି ସକାଳ ପ୍ରାୟ ୧୧ଟା ବେଳେ ଘରୁ ଧୂଆଁ ବାହାରିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ପୋଲିସ୍‌କୁ ଖବର ଦେଇଥିଲେ। ତେବେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ଉଭୟଙ୍କ ମୃତ୍ୟ ଘଟିଥିଲା।

ଚାଉଳିଆଗଞ୍ଜ ବାସିନ୍ଦା ମଧୁସ୍ମିତା ପ୍ରାୟ ୪ ବର୍ଷ ପୂର୍ବେ ପୁରୀ ସୁଜାନଗର ବାସିନ୍ଦା ଲକ୍ଷ୍ମଣ ସାହୁଙ୍କୁ ପ୍ରେମ ବିବାହ କରିଥିଲେ।

ମଧୁସ୍ମିତାଙ୍କ ମାଆ କହିଛନ୍ତି, “ଝିଅ ଆଜି ଫୋନ୍ କରି ଥିଲା। ପୁଅର ଦେହ ଖରାପକୁ ନେଇ ଆଜି ସକାଳେ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିବା କହିଥିଲା। ଘଟଣାକୁ ନେଇ ମଧୁସ୍ମିତା ଉତ୍ତ୍ୟକ୍ତ ଥିବା ଜଣାପଡୁଥିଲା। ତାକୁ ଘରକୁ ପଳାଇ ଆସିବାକୁ କହିଲି, ହେଲେ ସେ ମନା କରିଦେଇଥିଲା।”

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story