ଭଗବାନଙ୍କୁ ବି ଛାଡ଼ିଲେନି...

କଟକ (ଓଡ଼ିଶା ରିପୋର୍ଟର): ଲୋକଙ୍କ ଧାର୍ମିକ ଭାବନା ସହିତ ଜଡିତ ରହିଛି ଘିଅ। ମାତ୍ର ଏହାକୁ ମଧ୍ୟ ନକଲି କରାଯାଉଛି। ଆଜି କମିଶନରେଟ୍‌ ପୋଲିସ୍‌ ଏପରି ଏକ ନକଲି ଘିଅ କାରଖାନା ଠାବ କରିଛି। ପ୍ରଫେସରପଡ଼ା ଅଞ୍ଚଳରେ ଚାଲିଥିବା ଏହି ନକଲି ଘିଅ କାରଖାନାରେ ପୋଲିସ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ଲେବୁଲ, ଡବା ଓ ଘିଅ ତିଆରି ସରଞ୍ଜାମ ଆଦି ଜବତ କରିଛି। ତା’ସହ ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ […]

cuttack police arrested one person from pradhanpada

Rakesh Mallick
  • Published: Wednesday, 27 December 2017
  • Updated: 28 December 2017, 08:18 AM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଲୋକଙ୍କ ଧାର୍ମିକ ଭାବନା ସହିତ ଜଡିତ ରହିଛି ଘିଅ। ମାତ୍ର ଏହାକୁ ମଧ୍ୟ ନକଲି କରାଯାଉଛି। ଆଜି କମିଶନରେଟ୍‌ ପୋଲିସ୍‌ ଏପରି ଏକ ନକଲି ଘିଅ କାରଖାନା ଠାବ କରିଛି। ପ୍ରଫେସରପଡ଼ା ଅଞ୍ଚଳରେ ଚାଲିଥିବା ଏହି ନକଲି ଘିଅ କାରଖାନାରେ ପୋଲିସ ଚଢ଼ାଉ କରି ବିଭିନ୍ନ ବ୍ରାଣ୍ଡର ଲେବୁଲ, ଡବା ଓ ଘିଅ ତିଆରି ସରଞ୍ଜାମ ଆଦି ଜବତ କରିଛି। ତା’ସହ ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁ ସୁବାସ ବେହେରା।

ଓମ୍‌ଫେଡ୍, ଦେବୀ, ଦୁର୍ଗା ଆଦି ବିଭିନ୍ନ ବ୍ରାଣ୍ଡ ନାଁରେ ଏହି କାରଖାନାରେ ପ୍ରସ୍ତୁତ ହେଉଥିଲା ନକଲି ଘିଅ। ଯେଉଁଥିରେ କେବଳ ଫ୍ଲେଭର ପାଇଁ ମିଶ୍ରଣ ହେଉଥିଲା ମାତ୍ର ୧୦ ପ୍ରତିଶତ ଘିଅ। ବଳକା ୯୦ ପ୍ରତିଶତ ରସାୟନିକ ସାମଗ୍ରୀ ମିଶୁଥିଲା। ଏହି ନକଲି ଘିଅ କାରଖାନା ଗତ ୬ ମାସ ଧରି ପ୍ରଫେସରପଡ଼ାର ଶଗଡ଼ିଆସାହିରେ ଚାଲିଥିଲା। ଏହି ଘିଅ କଟକ ସହର ସମେତ ଆଖପାଖ ଅଞ୍ଚଳରେ ଅସଲି ଲେବଲ୍ ଲଗାଯାଇ ବିକ୍ରି ହେଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story