ରେଭେନ୍ସାରେ ୬ ଛାତ୍ର ନିଲମ୍ୱିତ, ୧୦ ଛାତ୍ରଙ୍କୁ ଚେତାବନୀ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ନିୟୁ ଓ ଲଳିତଗିରି ହଷ୍ଟେଲ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ଆଜି ୬ ଜଣ ଛାତ୍ରଙ୍କୁ ନିଲମ୍ୱିତ ଓ ୧୦ ଜଣ ଛାତ୍ରଙ୍କୁ ଚେତାବନୀ ଦିଆଯାଇଛି। ନିଲମ୍ୱିତ ୬ ଜଣଙ୍କ ମଧ୍ୟରୁ ୩ ଜଣ ୪ଟି ସେମିଷ୍ଟାର ଓ ୩ ଜଣ ଦୁଇଟି ସେମିଷ୍ଟାର ପରୀକ୍ଷା ଦେଇପାରିବେ ନାହିଁ। ଫଳରେ ଛାତ୍ରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିଲମ୍ୱିତ ଛାତ୍ରମାନେ ଚାହିଁଲେ ସେମାନଙ୍କ ପକ୍ଷ ଏକ୍‌ଜିକ୍ୟୁଟିଭ କାଉନ୍‌ସିଲ ପାଖରେ ରଖିପାରିବେ ବୋଲି ବିଶ୍ୱବିଦ୍ୟାଳ […]

Ravenshaw-University

Ravenshaw-University

Rakesh Mallick
  • Published: Saturday, 04 March 2017
  • Updated: 04 March 2017, 04:33 PM IST

Sports

Latest News

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ନିୟୁ ଓ ଲଳିତଗିରି ହଷ୍ଟେଲ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ଆଜି ୬ ଜଣ ଛାତ୍ରଙ୍କୁ ନିଲମ୍ୱିତ ଓ ୧୦ ଜଣ ଛାତ୍ରଙ୍କୁ ଚେତାବନୀ ଦିଆଯାଇଛି। ନିଲମ୍ୱିତ ୬ ଜଣଙ୍କ ମଧ୍ୟରୁ ୩ ଜଣ ୪ଟି ସେମିଷ୍ଟାର ଓ ୩ ଜଣ ଦୁଇଟି ସେମିଷ୍ଟାର ପରୀକ୍ଷା ଦେଇପାରିବେ ନାହିଁ। ଫଳରେ ଛାତ୍ରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନିଲମ୍ୱିତ ଛାତ୍ରମାନେ ଚାହିଁଲେ ସେମାନଙ୍କ ପକ୍ଷ ଏକ୍‌ଜିକ୍ୟୁଟିଭ କାଉନ୍‌ସିଲ ପାଖରେ ରଖିପାରିବେ ବୋଲି ବିଶ୍ୱବିଦ୍ୟାଳ କୁଳପତି ପ୍ରକାଶ ଷଡଙ୍ଗୀ କହିଛନ୍ତି।

ରେଭେନ୍ସା କୁଳପତି ଶ୍ରୀ ଷଡଙ୍ଗୀ କହିଛନ୍ତି,“ରାଜନୈତିକ ଦଳଙ୍କ ହସ୍ତକ୍ଷେପ ଯୋଗୁଁ ରେଭେନ୍ସା ଅଶାନ୍ତ ରହୁଛି। ରାଜୈତିକ ପ୍ରଭାବରୁ ମୁକ୍ତ ନହେବା ଯାଏ ରେଭେନ୍ସା ଅଶାନ୍ତ ରହିବ। ଏଠାକୁ ୯୯% ପିଲା କ୍ୟାରିଅର କରିବାକୁ ଆସୁଥିବା ବେଳେ ମାତ୍ର ୧ % ପିଲା ଅଶାନ୍ତି କରୁଛନ୍ତି।”

ନଭେମ୍ୱର ୨୧ ତାରିଖରେ ନିୟୁ ଓ ଲଳିତଗିରି ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story