କଟକ: ସାଇବର ଅପରାଧ ମୁକାବିଲା ଲାଗି ତାଲିମ ଶିବିର, ଯୋଗଦେବେ ପ୍ରତି ଜିଲ୍ଲାର ୨ଜଣ ଲେଖାଏଁ ପୋଲିସ ଅଧିକାରୀ

କଟକ: ରାଜ୍ୟରେ ସାଇବର ଅପରାଧର ମୁକାବିଲା କରିବା ନେଇ ପୋଲିସ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ତାଲିମ ଶିବିର ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ହେବାକୁ ଯାଉଛି। ଏହି ଦିନିକିଆ ତାଲିମ ଶିବିରରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଦୁଇଜଣ ଲେଖାଏଁ ପୋଲିସ ଅଧିକାରୀ ଯୋଗଦେବେ। ପୋଲିସ ଡିଜି କନୱର ବ୍ରଜେଶ ସିଂ ଏହାକୁ ଉଦଘାଟନ କରିବେ। ଏଥିରେ କ୍ରାଇମବ୍ରାଞ୍ଚ ଏଡିଜି ବି.କେ. ଶର୍ମାଙ୍କ ସହ ସାଇବର ସେଲର ଅନେକ ବରିଷ୍ଠ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। […]

police

police

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 07:28 AM IST

Sports

Latest News

କଟକ: ରାଜ୍ୟରେ ସାଇବର ଅପରାଧର ମୁକାବିଲା କରିବା ନେଇ ପୋଲିସ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର ତାଲିମ ଶିବିର ଆଜି କଟକ ସ୍ଥିତ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ହେବାକୁ ଯାଉଛି। ଏହି ଦିନିକିଆ ତାଲିମ ଶିବିରରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଦୁଇଜଣ ଲେଖାଏଁ ପୋଲିସ ଅଧିକାରୀ ଯୋଗଦେବେ। ପୋଲିସ ଡିଜି କନୱର ବ୍ରଜେଶ ସିଂ ଏହାକୁ ଉଦଘାଟନ କରିବେ। ଏଥିରେ କ୍ରାଇମବ୍ରାଞ୍ଚ ଏଡିଜି ବି.କେ. ଶର୍ମାଙ୍କ ସହ ସାଇବର ସେଲର ଅନେକ ବରିଷ୍ଠ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସାଇବର ଅପରାଧ ସମ୍ପର୍କିତ ମାମଲାର ତଦନ୍ତ ପାଇଁ ରାଜ୍ୟର ପ୍ରତିଟି ଥାନାକୁ ପ୍ରସ୍ତୁତ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଶର୍ମା ସୂଚନା ଦେଇଛନ୍ତି। ଶିବିରରେ ଫେସବୁକ ସମ୍ୱନ୍ଧିତ ଅପରାଧର ତଦନ୍ତ କରିବା, ଅନଲାଇନ, ଲଟେରୀ, ଫୋନ ଯୋଗେ କରାଯାଉଥିବା ଠକେଇ, ଅନଲାଇନରେ ଚାକିରି ଦେବା ଆଳରେ ହେଉଥିବା ଠକେଇ, ଡିଜିଟାଲ ପ୍ରମାଣ ସଂଗ୍ରହ ଓ ଜବତ କରିବା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story