ଏସଡିଜେଏମ କୋର୍ଟରେ ହାଜର ହେଲେ ସାରଥି, ୨୧ରେ ପୁଣି ହାଜର ହେବେ  

କଟକ: ସାରଥି ଓରଫ ସନ୍ତୋଷ ରାଉଳ ଆଜି ଏସଡିଜେଏମ୍ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଦୁଇଟି ମାମଲାରେ ଚାର୍ଜସିଟ ଦାଖଲ ହେବା ପରେ ଏହା ତାଙ୍କର ପ୍ରଥମ ବ୍ୟକ୍ତିଗତ ହାଜିରା। କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଏର ଏତଲା ଓ ବିବାଦୀୟ ଯୁବତୀଙ୍କ ଏତଲା ଆଧାରରେ ତାଙ୍କୁ ହାଜର କରାଯାଇଥିଲା। ତାଙ୍କ ବିରୋଧରେ ଅନ୍ୟ ଅଭିଯୋଗ ବ୍ୟତୀତ ଏସସି/ଏସସଟି ଆଇନ ଉଲ୍ଲଂଘନ ଅଭିଯୋଗ ଥିବାରୁ ଏହାର ବିଚାର ସ୍ୱତନ୍ତ୍ର କୋର୍ଟରେ ହେବ। ଆଜି ସାରଥି ସହ […]

sarathi

sarathi

Rakesh Mallick
  • Published: Monday, 11 January 2016
  • Updated: 11 January 2016, 01:20 PM IST

Sports

Latest News

କଟକ: ସାରଥି ଓରଫ ସନ୍ତୋଷ ରାଉଳ ଆଜି ଏସଡିଜେଏମ୍ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଦୁଇଟି ମାମଲାରେ ଚାର୍ଜସିଟ ଦାଖଲ ହେବା ପରେ ଏହା ତାଙ୍କର ପ୍ରଥମ ବ୍ୟକ୍ତିଗତ ହାଜିରା। କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଏର ଏତଲା ଓ ବିବାଦୀୟ ଯୁବତୀଙ୍କ ଏତଲା ଆଧାରରେ ତାଙ୍କୁ ହାଜର କରାଯାଇଥିଲା। ତାଙ୍କ ବିରୋଧରେ ଅନ୍ୟ ଅଭିଯୋଗ ବ୍ୟତୀତ ଏସସି/ଏସସଟି ଆଇନ ଉଲ୍ଲଂଘନ ଅଭିଯୋଗ ଥିବାରୁ ଏହାର ବିଚାର ସ୍ୱତନ୍ତ୍ର କୋର୍ଟରେ ହେବ।

ଆଜି ସାରଥି ସହ ଅନ୍ୟ ଅଭିଯୁକ୍ତମାନେ ହାଜର ହୋଇପାରି ନ ଥିବାରୁ ପରବର୍ତ୍ତୀ ତାରିଖରେ ହାଜର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇନଶୃଙ୍ଖଳା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ଭିଡିଓ କନଫରେସିଂ ଜରିଆରେ ହାଜର କରାଇବା ଲାଗି କୋର୍ଟ ପୂର୍ବରୁ ଅନୁମତି ଦେଇଥିଲେ। ଚାର୍ଜସିଟ ଦାଖଲ ହେବା ପରେ ନିମ୍ନ ଅଦାଲତରେ ଅଭିଯୁକ୍ତଙ୍କ ଦସ୍ତଖତ କରିବାର ଆବଶ୍ୟକ ରହିଥିବାରୁ ତାଙ୍କୁ ଆଜି ବ୍ୟକ୍ତିଗତ ଭାବେ ହାଜର କରାଯାଇଥିଲା। ଆସନ୍ତା ୨୧ ତାରିଖରେ ସାରଥିକୁ ପୁଣି ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story