ଏସ୍‌ସିବି ପିଲା ଚୋରି ଘଟଣା: ଡିଏନ୍‌ଏ ଟେଷ୍ଟ ପାଇଁ ରକ୍ତ ନମୁନା ସଂଗ୍ରହ

କଟକ: କଟକ ଏସ୍‌ସିବିରୁ ପିଲା ଚୋରି ଘଟଣାରେ ଡିଏନ୍‌ଏ ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି ଏସ୍‌ଡିଜେଏମ୍‌ କୋର୍ଟ। କୋର୍ଟଙ୍କ ଅନୁମତି ପରେ ଆଜି ଉଦ୍ଧାର ହୋଇଥିବା ଦୁଇ ପିଲା ଓ ସେମାନଙ୍କ ପିତାମାତା(୪ ବାପା ଓ ମା’)ଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି। ଭୁବନେଶ୍ୱର ଷ୍ଟେଟ୍‌ ଫୋରେନସିକ ଲାବରୋଟୋରୀରେ ସମସ୍ତଙ୍କ ରକ୍ତ ନମୂନା ପରୀକ୍ଷା କରାଯିବ। ଜାନୁଆରୀ ୫ ଓ ମାର୍ଚ୍ଚ ୮ ତାରିଖରେ ଏସ୍‌ସିବିରୁ ପିଲା ଚୋରି ହୋଇଥିବା ନେଇ ମଙ୍ଗଳାବାଗ ଥାନାରେ […]

scb

scb

Rakesh Mallick
  • Published: Saturday, 18 March 2017
  • Updated: 18 March 2017, 03:58 PM IST

Sports

Latest News

କଟକ: କଟକ ଏସ୍‌ସିବିରୁ ପିଲା ଚୋରି ଘଟଣାରେ ଡିଏନ୍‌ଏ ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି ଏସ୍‌ଡିଜେଏମ୍‌ କୋର୍ଟ। କୋର୍ଟଙ୍କ ଅନୁମତି ପରେ ଆଜି ଉଦ୍ଧାର ହୋଇଥିବା ଦୁଇ ପିଲା ଓ ସେମାନଙ୍କ ପିତାମାତା(୪ ବାପା ଓ ମା’)ଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି। ଭୁବନେଶ୍ୱର ଷ୍ଟେଟ୍‌ ଫୋରେନସିକ ଲାବରୋଟୋରୀରେ ସମସ୍ତଙ୍କ ରକ୍ତ ନମୂନା ପରୀକ୍ଷା କରାଯିବ।

ଜାନୁଆରୀ ୫ ଓ ମାର୍ଚ୍ଚ ୮ ତାରିଖରେ ଏସ୍‌ସିବିରୁ ପିଲା ଚୋରି ହୋଇଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜକୁ ଯାଞ୍ଚ କରି ଶିଶୁ ଚୋରଙ୍କ ସ୍କେଚ୍‌ ଜାରି କରିଥିଲା। ପରେ ଦୁଇ ଶିଶୁଙ୍କୁ ଉଦ୍ଧାର କରି ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲା। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଉଦ୍ଧାର ହୋଇଥିବା ଶିଶୁଙ୍କ ପ୍ରକୃତ ପରିଚୟ ପାଇଁ ଗତ ୧୪ ତାରିଖରେ ମଙ୍ଗଳାବାଗ ପୋଲିସ ଡିଏନ୍‌ଏ ଟେଷ୍ଟ ପାଇଁ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story