‘ଦୁର୍ଘଟଣା ଘଟାଇଥିବା ସ୍କୁଲ ବସ୍‌ର ଫିଟ୍‌ନେସ୍‌ ଠିକ୍‌ ନ ଥିଲା’

କଟକ: ମାହାଙ୍ଗା ନୃତାଙ୍ଗ ସ୍ୱାମୀ ବିବେକାନନ୍ଦ ସ୍କୁଲ ବସ୍‌ ଦୁର୍ଘଟଣାର ତଦନ୍ତ କରି ଆରଟିଓ କଟକ ଏମ୍‌ଭିଆଇକୁ ଆଜି ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟରେ ଦୁର୍ଘଟଣା ଘଟାଇଥିବା ବସ୍‌ର ଫିଟ୍‌ନେସ ଠିକ୍‌ ନ ଥିବା ଉଲ୍ଲେଖ ରହିଛି। ଆର୍‌ଟିଓ ଦୀପ୍ତି ରଞ୍ଜନ ପାତ୍ର କହିଛନ୍ତି,“ଦୁର୍ଘଟଣା ଘଟାଇଥିବା ବସ୍‌ର ଫିଟ୍‌ନେସ୍‌, ପରମିଟ୍‌ ଓ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିଛୁ। ବାସ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।” […]

bus accident

bus accident

Rakesh Mallick
  • Published: Monday, 30 January 2017
  • Updated: 30 January 2017, 10:10 PM IST

Sports

Latest News

କଟକ: ମାହାଙ୍ଗା ନୃତାଙ୍ଗ ସ୍ୱାମୀ ବିବେକାନନ୍ଦ ସ୍କୁଲ ବସ୍‌ ଦୁର୍ଘଟଣାର ତଦନ୍ତ କରି ଆରଟିଓ କଟକ ଏମ୍‌ଭିଆଇକୁ ଆଜି ରିପୋର୍ଟ ପ୍ରଦାନ କରିଛନ୍ତି। ରିପୋର୍ଟରେ ଦୁର୍ଘଟଣା ଘଟାଇଥିବା ବସ୍‌ର ଫିଟ୍‌ନେସ ଠିକ୍‌ ନ ଥିବା ଉଲ୍ଲେଖ ରହିଛି।

ଆର୍‌ଟିଓ ଦୀପ୍ତି ରଞ୍ଜନ ପାତ୍ର କହିଛନ୍ତି,“ଦୁର୍ଘଟଣା ଘଟାଇଥିବା ବସ୍‌ର ଫିଟ୍‌ନେସ୍‌, ପରମିଟ୍‌ ଓ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିଛୁ। ବାସ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଗତକାଲି ମାହାଙ୍ଗା ନୃତାଙ୍ଗ ସ୍ୱାମୀ ବିବେକାନନ୍ଦ ସ୍କୁଲର ବସ୍‌ ଅନ୍ୟ ଏକ ବସ୍‌କୁ ଧକ୍କା ଦେବାରୁ ଶିକ୍ଷକଙ୍କ ସମେତ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos