କଟକ: ସୀମା ବିବାଦକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଢ଼େଲା ମାଡ଼

କଟକ: ମା’ ଦୁର୍ଗାଙ୍କ ଭସାଣି ପୂର୍ବରୁ କଟକ ସହରରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳେ ପିଠାପୁର ଓ ଝୋଲାସାହିରେ ସୀମା ବିବାଦକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଢ଼େଲା ଓ କାଚ ବୋତଲ ମାଡ଼ ହୋଇଥିଲା। ଏଥିରେ ଦୁଇଟି କାର୍‌ ସମେତ କିଛି ଗାଡି ଭାଙ୍ଗି ଯାଇଛି।

ପୂଜା ସରିବା ପରେ ତୋରଣ ଓ ଲାଇଟ୍‌ ଖୋଲା ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଘଟଣାସ୍ଥଳରେ ଫୋର୍ସ ମୃତୟନ ହୋଇଛନ୍ତି। ଏବେ ସ୍ଥିତି  ନିୟନ୍ତ୍ରଣାଧୀନ ଥିବା ଜଣାପଡ଼ିଛି।

କଟକ ଡିସିପି ସଞ୍ଜୀବ ଆରୋରା କହିଛନ୍ତି,“ଆଜି ସକାଳେ ଦୁଇ ମଧ୍ୟରେ ହୋଥିବା ଗଣ୍ଡଗୋଳ ସମାଧାନ ହୋଇଛି। ପରେ ଯେପରି ଗଣ୍ଡଗୋଳ ନ ଘଟିବ ସେଥିପ୍ରତି ଦୃଷ୍ଟି ଦେଇ ଫୋର୍ସ ମୁତୟନ କରାଯାଇଛି।”

ଆହୁରି ପଢ଼ନ୍ତୁ

ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କଲା ଭିଜିଲାନ୍ସ

ଆଳିପିଙ୍ଗଳ ଜେଲରେ ୨୧ ବନ୍ଦୀଙ୍କୁ କରୋନା

ଅଗଷ୍ଟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱରରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୦୫ ଲୋକାଲ୍‌ କେସ

ସ୍ୱାଧୀନତା ଦିବସରେ ସ୍କୁଲକୁ ଆସିବେନି ଛାତ୍ରଛାତ୍ରୀ

ନିଜେ ଲିଭି ୬ ଜଣଙ୍କ ଜୀବନ ଦୀପ ଜଳାଇଥିଲେ, ସୂରଜଙ୍କ ନାଁରେ ଆରମ୍ଭ ହେଲା ସ୍ୱର୍ଣ୍ଣିମ ଅଧ୍ୟାୟ

ପିଇଓଙ୍କୁ ଅଟକ ରଖିଲେ ଲୋକ, ଗାଁରେ ପହଞ୍ଚିଲେ ବିଡିଓ

ବ୍ରହ୍ମପୁରରେ ୩୧% ଲୋକଙ୍କଠାରେ ଆଣ୍ଟିବଡ଼ି ବିକଶିତ ହୋଇଛି: ଡାକ୍ତର ସଂଘମିତ୍ରା ପତି

ଭଉଣୀକୁ ବଳି ଦେଇ ଆଗରୁ ଭାଇ ବନ୍ଧା ହୋଇଥିଲେ, ଏବେ ଧରାପଡ଼ିଲା ମାଷ୍ଟର ମାଇଣ୍ଡ

ଲଘୁଚାପ ପ୍ରଭାବରେ ୪ ଦିନ ବର୍ଷିବ!

ପ୍ରକାଶ ପାଇଲା ବିପିୟୁଟି ରେଜଲ୍ଟ; ପାସ୍‌ହାର ୯୩ ପ୍ରତିଶତ

ବିଭୁ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର