କଟକ: ସୀମା ବିବାଦକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଢ଼େଲା ମାଡ଼

କଟକ: ମା’ ଦୁର୍ଗାଙ୍କ ଭସାଣି ପୂର୍ବରୁ କଟକ ସହରରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳେ ପିଠାପୁର ଓ ଝୋଲାସାହିରେ ସୀମା ବିବାଦକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଢ଼େଲା ଓ କାଚ ବୋତଲ ମାଡ଼ ହୋଇଥିଲା। ଏଥିରେ ଦୁଇଟି କାର୍‌ ସମେତ କିଛି ଗାଡି ଭାଙ୍ଗି ଯାଇଛି। ପୂଜା ସରିବା ପରେ ତୋରଣ ଓ ଲାଇଟ୍‌ ଖୋଲା ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଘଟଣାସ୍ଥଳରେ ଫୋର୍ସ ମୃତୟନ ହୋଇଛନ୍ତି। ଏବେ ସ୍ଥିତି  ନିୟନ୍ତ୍ରଣାଧୀନ […]

ctc

ctc

Rakesh Mallick
  • Published: Wednesday, 12 October 2016
  • Updated: 12 October 2016, 04:00 PM IST

Sports

Latest News

କଟକ: ମା’ ଦୁର୍ଗାଙ୍କ ଭସାଣି ପୂର୍ବରୁ କଟକ ସହରରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳେ ପିଠାପୁର ଓ ଝୋଲାସାହିରେ ସୀମା ବିବାଦକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଢ଼େଲା ଓ କାଚ ବୋତଲ ମାଡ଼ ହୋଇଥିଲା। ଏଥିରେ ଦୁଇଟି କାର୍‌ ସମେତ କିଛି ଗାଡି ଭାଙ୍ଗି ଯାଇଛି।

ପୂଜା ସରିବା ପରେ ତୋରଣ ଓ ଲାଇଟ୍‌ ଖୋଲା ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଘଟଣାସ୍ଥଳରେ ଫୋର୍ସ ମୃତୟନ ହୋଇଛନ୍ତି। ଏବେ ସ୍ଥିତି  ନିୟନ୍ତ୍ରଣାଧୀନ ଥିବା ଜଣାପଡ଼ିଛି।

କଟକ ଡିସିପି ସଞ୍ଜୀବ ଆରୋରା କହିଛନ୍ତି,“ଆଜି ସକାଳେ ଦୁଇ ମଧ୍ୟରେ ହୋଥିବା ଗଣ୍ଡଗୋଳ ସମାଧାନ ହୋଇଛି। ପରେ ଯେପରି ଗଣ୍ଡଗୋଳ ନ ଘଟିବ ସେଥିପ୍ରତି ଦୃଷ୍ଟି ଦେଇ ଫୋର୍ସ ମୁତୟନ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story