ସ୍କଟଲ୍ୟାଣ୍ଡ ଯୁବକଙ୍କ ପ୍ରେମରେ ଫସିଗଲେ, ଗିଫ୍ଟ ପାଇବାକୁ ଯାଇ ହରାଇଲେ ୭.୯୫ ଲକ୍ଷ

କଟକ(ଓଡ଼ିଶା ରିପୋର୍ଟର): ଇନ୍‌ଷ୍ଟଗ୍ରାମରେ ମନ ଦିଆନିଆ। ସ୍କଟଲ୍ୟାଣ୍ଡ ଯୁବକଙ୍କ ପ୍ରେମରେ ଫସିଗଲେ କଟକ ଯୁବତୀ। ଯୁବକ ଜଣକ ପଠାଇଥିବା ଗିଫ୍ଟ ପାଇବାକୁ ଯୁବତୀ ପ୍ରାୟ ୮ ଲକ୍ଷ ଟଙ୍କା ହରାଇବା ପରେ ଜେତେବେଳେ ଜାଣିଲେ ସେ ସାଇବର ଲୁଟ୍‌ର ଶିକାର ହୋଇଛନ୍ତି, ସେତେବେଳକୁ ତାଙ୍କ ହୋସ୍ ଉଡ଼ି ଯାଇଥିଲା। ଏନେଇ ଆଜି ସମ୍ପୃକ୍ତ ଯୁବତୀ କଟକ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହନିଟ୍ରାପରେ ଫଶିଥିବା ଯୁବତୀ […]

cuttack

cuttack

Niranjan Mishra
  • Published: Friday, 16 September 2022
  • Updated: 16 September 2022, 05:57 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଇନ୍‌ଷ୍ଟଗ୍ରାମରେ ମନ ଦିଆନିଆ। ସ୍କଟଲ୍ୟାଣ୍ଡ ଯୁବକଙ୍କ ପ୍ରେମରେ ଫସିଗଲେ କଟକ ଯୁବତୀ। ଯୁବକ ଜଣକ ପଠାଇଥିବା ଗିଫ୍ଟ ପାଇବାକୁ ଯୁବତୀ ପ୍ରାୟ ୮ ଲକ୍ଷ ଟଙ୍କା ହରାଇବା ପରେ ଜେତେବେଳେ ଜାଣିଲେ ସେ ସାଇବର ଲୁଟ୍‌ର ଶିକାର ହୋଇଛନ୍ତି, ସେତେବେଳକୁ ତାଙ୍କ ହୋସ୍ ଉଡ଼ି ଯାଇଥିଲା। ଏନେଇ ଆଜି ସମ୍ପୃକ୍ତ ଯୁବତୀ କଟକ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହନିଟ୍ରାପରେ ଫଶିଥିବା ଯୁବତୀ ଜଣକ କଟକ ଵିଡାନାସୀ ଅଞ୍ଚଳର।

ଏନେଇ କଟକ ସାଇବର ଥାନା ଇନିସପେକ୍ଟର ଚନ୍ଦ୍ରିକା ସ୍ୱାଇଁ କହିଛନ୍ତି,  ଅଭିଯୁକ୍ତ ଜଣକ ପ୍ରଥମେ ନିଜକୁ ସ୍କଟଲାଣ୍ଡର ମହମ୍ମଦ ଡାନିଏଲ ବୋଲି ନିଜ ପରିଚୟ ଦେଇ ଯୁବତୀଙ୍କ ପାଖକୁ ଇନଷ୍ଟାଗ୍ରାମରେ ଫ୍ରେଣ୍ଡ ରିକ୍ୟୁଏଣ୍ଟ ପଠାଇଥିଲେ। ଯୁଵତୀ ଜଣଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ କରିବା ପରେ ଉଭୟଙ୍କ ମଧ୍ୟରେ ଚାଟିଂ ଓ ଚାଟିଂରୁ ଵନ୍ଧୁତା ହୋଇଥିଲା। ଅଭିଯୁକ୍ତ ଲଣ୍ଡନରେ ଜଣେ ସିପ୍‌ ମ୍ୟାନେଜର ଭାବେ କାମ କରୁଥିବା ଉଲ୍ଲେଖ କରିଥିଲା। ଵନ୍ଧୁତା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହାପରେ ଯୁଵକ ଜଣଙ୍କ ଯୁଵତୀଙ୍କୁ ବିବାହ କରିଵାର ପ୍ରସ୍ତାଵ ଦେଇଥିଲେ। ପ୍ରସ୍ତାବରେ ଯୁବତୀ ରାଜି ହେଵା ପରେ, ତାଙ୍କ ଠିକଣା ନେଇଥିଲା। ଏହି ଠିକଣାରେ ଅଭିଯୁକ୍ତ କିଛି ଗିଫ୍ଟ ଡେଲିଭରି କମ୍ପାନୀ ଜରିଆରେ ପଠାଇଥିବା ଯୁବତୀଙ୍କୁ କହିଥିଲା। ଗିଫ୍ଟ ଭିତରେ କିଛି ସୁନା ଚେନ୍, ବ୍ରେସ୍ ଲେଟ୍, ଘଣ୍ଟା, ଜୋତା, ଲେଡିଜ୍ ବ୍ୟାଗ୍, ୨୦ ହଜାର ୟୁଏସ୍ ଡଲାର ପ୍ରଭୃତି ରହିଥିବାର ଭିଡ଼ିଓ ପଠାଇଥିଲା। ଏହି ଗିଫ୍ଟ ବାଇବା ନିମନ୍ତେ ୧୫ ହଜାର ଟଙ୍କା ଡେଲିଭରି ଚାର୍ଜ ଦେବାକୁ ପଡ଼ିବ ବୋଲି ସୂଚିତ କରିଥିଲା। ଯାହାକୁ ପାଇବା ପାଇଁ ଯୁବତୀ ଜଣକ ଚାହିଁ ବସିଥିବା ବେଳେ ଅଭିଯୁକ୍ତ ଜଣକ ନିଜକୁ ଡେଲିଭରି କମ୍ପାନୀରୁ ଫୋନ୍ କହୁଥିବା ଦର୍ଶାଇ ୧୫ ହଜାର ଟଙ୍କା ମାଗିଥିଲେ। ଏହା ପରେ ପୁଣି ଫୋନ୍ କରି କହିଥିଲେ ଯେ, ବିମାନ ବନ୍ଦରରେ ଏହି ଗିଫ୍ଟ ଜବତ କରାଯାଇଛି, ଏଥିନିମନ୍ତେ ୫୦ ହଜାର ଟଙ୍କା ଚାର୍ଜ ଦେବା ପରେ ମୁକୁଳିବ। ଏଭଳି ଭାବେ ବିଭିନ୍ନ ପ୍ରକାର ଚାର୍ଜ, ପୁଲିସ ପଦକ୍ଷେପ ସମ୍ପର୍କରେ ଡରାଇ ୮ଟି ପର୍ଯ୍ୟନ୍ତ ଲକ୍ଷେ, ୨ ଲକ୍ଷ, ୪ ଲକ୍ଷ ଏପରି ମୋଟ ୭ ଲକ୍ଷ ୯୫ ହଜାର ଟଙ୍କା ଯୁବତୀଙ୍କ ଠାରୁ ଲୁଟି ନେଇଥିଲେ।

ପରେ ଯୁବତୀ ଜଣଙ୍କ ଠକାମିର ଶୀକାର ହୋଇଥିଵା ଜାଣି ପାରିଥିଲେ ଏବଂ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି। ତଦନ୍ତ ବେଳେ ସମସ୍ତ ଦେଣନେଣ ରାଜ୍ୟ ବାହାର ୨ ଭାରତୀୟ ବ୍ୟାଙ୍କର ୪ ଆକାଉଣ୍ଟ ଜରିଆରେ ହୋଇଥିବା ଜଣାପଡ଼ିଛି। ତେଣୁ ସମସ୍ତ ବ୍ୟାଙ୍କଗୁଡ଼ିକରୁ ତଥ୍ୟ ପାଇବା ନିମନ୍ତେ ସାଇବର ପୁଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଅଭିଯୁକ୍ତମାନେ ଭାରତୀୟ ଓ ଦେଶ ଭିତରେ ଅଛନ୍ତି ଵୋଲି ସାଇଵର ଥାନା ଅଧିକାରୀ ସନ୍ଦେହ କରୁଛନ୍ତି। ଠକେଇ ପଛରେ ନାଇଜେରିଆନ ବା ଜାମତରା ଗ୍ୟାଙ୍ଗ ସମ୍ପୃକ୍ତି ସନ୍ଦେହ କରୁଛି ସାଇବର ସେଲ।

ସେହିପରି ଦୁଇଦିନ ତଳେ କଟକର ଜଣେ ଆଇନଜୀବୀଙ୍କ ଠାରୁ ମଧ୍ୟ ଫେସ୍‌ବୁକ୍ ଚାଟିଂ ଜରିଆରେ ୨ ଲକ୍ଷ ଟଙ୍କା ଠକେଇ ହୋଇଥିବା ଶ୍ରୀମତି ସ୍ୱାଇଁ କହିଛନ୍ତି। ଏତଲା ମୁତାବକ, ଦୁର୍ବୃତ୍ତମାନେ କଟକର ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମରେ ଫେକ୍ ଫେସ୍‌ବୁକ୍ ଆକାଉଣ୍ଟ ଖୋଲିବା ପରେ ଆଇନଜୀବୀଙ୍କ ନିକଟକୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ। ଆଇନଜୀବୀ ଜଣକ ଫ୍ରେଣ୍ଡ ରିକ୍ୟୁଏଣ୍ଟ ଗ୍ରହଣ କରିବା ପରେ ପୁଲିସ ଅଧିକାରୀ ନାମଧାରୀ ଦୁର୍ବୃତ୍ତ ଚାଟିଂ କରିଥିଲା। ତାଙ୍କର ଆର୍ମିରେ ଥିବା ଜଣେ ସାଙ୍ଗ ପୁରୁଣା ଜିନିଷ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି ବାର୍ତ୍ତା ଦେଇଥିଲା। ବାର୍ତ୍ତା ପାଇବା ପାଇବା ପରେ ଆଇନଜୀବୀ ଜଣକ ଫେସବୁକ୍ ଜରିଆରେ ପାଇଥିବା ଫୋନ୍ ନମ୍ବରରେ ଜଣେ ବ୍ୟକ୍ତିଙ୍କ ସହ କଥା ହୋଇ ଜିନିଷ ପାଇବାକୁ ପ୍ରାୟ ୨ ଲକ୍ଷ ଟଙ୍କା ପଠାଇ ଦେଇଥିଲେ। ହେଲେ ଜିନିଷ ନ ପାଇବାରୁ ଆଇନଜୀବୀ ଜଣକ ସମ୍ପୃକ୍ତ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଫୋନ୍ କରି ଚାଟିଂ ବାର୍ତ୍ତା ଦେବା ସମ୍ପର୍କରେ ପଚାରିଥିଲେ। ହେଲେ ଏଭଳି କୌଣସି ଚାଟିଂ କରି ନ ଥିବା ଉକ୍ତ ପୁଲିସ ଅଧିକାରୀ କହିବା ପରେ ଠକାମୀର ଶିକାର ହୋଇଥିବା ଓକିଲ ଜଣକ ଜାଣି ପାରିଥିଲେ। ଏହି ଓକିଲଙ୍କ ଏତଲା ଆଧାରରେ ସାଇବର ଥାନା ପୁଲିସ ତଦନ୍ତ କରୁଥିବା ସେ କହିଛନ୍ତି।

କଟକ ସାଇବର ଥାନା ପୁଲିସ ଥାନା ପ୍ରତିଷ୍ଠା ଠାରୁ ଏ ପର୍ଯ୍ୟନ୍ତ ମୋଟ ୨୬ଟି ମାମଲା ଏତଲା ଆଧାରରେ କରିଥିବା ବେଳେ ୬ଟି ମାମଲାର ସମାଧାନ କରିପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story