ଗାଧୁଆ ଘରୁ ୧୧ ପିଲା ଫେରାର ଘଟଣା: ରିପୋର୍ଟ ମାଗିଲା ସିଡବ୍ଲ୍ୟୁସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରୁଚିକା ସ୍ୱେଛାସେବୀ ସଂସ୍ଥାରୁ ୧୧ ଜଣ ପିଲା ଫେରାର ଘଟଣାରେ ରିପୋର୍ଟ ମାଗିଲା ସିଡବ୍ଲ୍ୟୁସି। ଦୁଇ ଦିନ ଭିତରେ ରିପୋର୍ଟ ଦେବାକୁ ସିଡବ୍ଲ୍ୟୁସି ନିର୍ଦ୍ଦେଶ ଦେଇଛି। ରିପୋର୍ଟ ଆସିଲା ପରେ ତ୍ରୁଟି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତ ୧ ତାରିଖ ବିଳମ୍ବିତ ରାତିରୁ ୧୧ଜଣ ପିଲା ଫେରାର ହୋଇଛନ୍ତି। ଏନେଇ ସଂସ୍ଥା ପକ୍ଷରୁ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଫର୍ଦ୍ଦରେ ଦର୍ଶାଯାଇଛି ଯେ ଗତ ୧ ତାରିଖ […]

ruchika

ruchika

Rakesh Mallick
  • Published: Thursday, 04 May 2017
  • Updated: 04 May 2017, 12:13 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରୁଚିକା ସ୍ୱେଛାସେବୀ ସଂସ୍ଥାରୁ ୧୧ ଜଣ ପିଲା ଫେରାର ଘଟଣାରେ ରିପୋର୍ଟ ମାଗିଲା ସିଡବ୍ଲ୍ୟୁସି। ଦୁଇ ଦିନ ଭିତରେ ରିପୋର୍ଟ ଦେବାକୁ ସିଡବ୍ଲ୍ୟୁସି ନିର୍ଦ୍ଦେଶ ଦେଇଛି। ରିପୋର୍ଟ ଆସିଲା ପରେ ତ୍ରୁଟି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଗତ ୧ ତାରିଖ ବିଳମ୍ବିତ ରାତିରୁ ୧୧ଜଣ ପିଲା ଫେରାର ହୋଇଛନ୍ତି। ଏନେଇ ସଂସ୍ଥା ପକ୍ଷରୁ ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଅଭିଯୋଗ ଫର୍ଦ୍ଦରେ ଦର୍ଶାଯାଇଛି ଯେ ଗତ ୧ ତାରିଖ ରାତି ପ୍ରାୟ ୨ଟାରେ ସଂସ୍ଥାର ଓପନ ସେଲ୍ଟର୍ ହୋମରୁ ୧୨ ଜଣ ପିଲା ଗାଧୁଆ ଘର ଝରକା ଭାଙ୍ଗି ଫେରାର ହୋଇଯାଇଥିଲେ। ତେବେ ପରଦିନ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନରୁ ଠାବ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଅନ୍ୟ  ୧୧ ଜଣଙ୍କ ପତ୍ତା ମିଳିନି। ଏମାନେ ସମସ୍ତେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସି ଏଠାରେ ରହିଥିଲେ। ଫେରାର ପିଲାମାନଙ୍କ ମଧ୍ୟରୁ ଜଣେ କିଛି ଦିନ ତଳେ ଜଟଣୀର ଏକ ସ୍ୱେଛାସେବୀ ଅନୁଷ୍ଠାନରୁ ଖସି ପଳାଇ ଆସିଥିଲା ।ସେ ହିଁ ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story