ସାଲେପୁର ଶିଶୁ ଦୁଷ୍କର୍ମ ଘଟଣା: କାଜିଛକରେ ଚକ ଅଖ ଜାମ୍‌ କଲେ ଜନତା

କଟକ(ଓଡିଶା ରିପୋର୍ଟର): ସାଲେପୁରରେ ସ୍କୁଲ ବାରଣ୍ଡାରୁ ୬ ବର୍ଷର ଶିଶୁକୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର ଘଟଣାରେ ତନାଘନା ଜାରି ରଖିଛି ପୋଲିସ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେପଟେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ଚିକିତ୍ସା ଲାଗି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି। ଏଣେ ଦୋଷୀଙ୍କୁ ଗିରଫ ଦାବିରେ ଆଜି ସ୍ଥାନୀୟ କାଜିହାଟ ଛକରେ ରାସ୍ତା ଅବରୋଧ କରାଯାଇଥିଲା। ତେବେ ପୋଲିସ ବୁଝାସୁଝା କରିବା […]

v6

v6

Rakesh Mallick
  • Published: Sunday, 22 April 2018
  • Updated: 22 April 2018, 12:01 PM IST

Sports

Latest News

କଟକ(ଓଡିଶା ରିପୋର୍ଟର): ସାଲେପୁରରେ ସ୍କୁଲ ବାରଣ୍ଡାରୁ ୬ ବର୍ଷର ଶିଶୁକୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର ଘଟଣାରେ ତନାଘନା ଜାରି ରଖିଛି ପୋଲିସ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେପଟେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ଚିକିତ୍ସା ଲାଗି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି। ଏଣେ ଦୋଷୀଙ୍କୁ ଗିରଫ ଦାବିରେ ଆଜି ସ୍ଥାନୀୟ କାଜିହାଟ ଛକରେ ରାସ୍ତା ଅବରୋଧ କରାଯାଇଥିଲା। ତେବେ ପୋଲିସ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ସୂଚନାଯୋଗ୍ୟ, ଶିଶୁଟିର ଚିକିତ୍ସା ଲାଗି ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ ହୋଇଛି। ୬ଟି ବିଭାଗର ଡାକ୍ତରଙ୍କୁ ନେଇ ଏହି ଟିମ୍ ଗଠିତ ହୋଇଛି । ଗତକାଲି ରାତିରେ ସାଲେପୁର ଥାନା ଅଞ୍ଚଳରେ ଏକ ସ୍କୁଲ ବାରଣ୍ଡାରୁ ଏହି ୬ ବର୍ଷର ବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା ତାକୁ ପ୍ରଥମେ ସାଲେପୁର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ନାବାଳିକାକୁ କେହି ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରିଥିବା ନେଇ ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ ପାଇଛି। ଏ ନେଇ ସାଲେପୁର ଥାନାରେ ଅଭିଯୋଗ ପରେ ଆଜି ସକାଳେ ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଯାଇ ନମୂନା ସଂଗ୍ରହ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story