ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ନିବାସ ଗିରଫ

କଟକ: ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀକୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ନିବାସ ବେହେରା ଓରଫ ମଣ୍ଟୁ।  ଆଜି ସକାଳେ କଟକ କଲ୍ୟାଣ ନଗର ଅଞ୍ଚଳରୁ କମିଶନରେଟ୍ ପୋଲିସ୍ ତାଙ୍କୁ ଗିରଫ କରିଛି। ମଣ୍ଟୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ମଣ୍ଟୁ  ଡି’ ବ୍ରଦର୍ସଙ୍କ ବନ୍ଧୁକ କାରବାର ବଝୁଥିବା ଜଣାପଡିଛି। ସେ ମୁମ୍ବାଇରୁ ବନ୍ଧୁକ ଆଣି କାରବାର କରିବା ସହ ଦାଦାବଟି ଆଦାୟ କରୁଥିଲା। ଡି’ […]

nibas

nibas

Rakesh Mallick
  • Published: Saturday, 12 March 2016
  • Updated: 12 March 2016, 02:58 PM IST

କଟକ: ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀକୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ନିବାସ ବେହେରା ଓରଫ ମଣ୍ଟୁ।  ଆଜି ସକାଳେ କଟକ କଲ୍ୟାଣ ନଗର ଅଞ୍ଚଳରୁ କମିଶନରେଟ୍ ପୋଲିସ୍ ତାଙ୍କୁ ଗିରଫ କରିଛି। ମଣ୍ଟୁ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ମଣ୍ଟୁ  ଡି’ ବ୍ରଦର୍ସଙ୍କ ବନ୍ଧୁକ କାରବାର ବଝୁଥିବା ଜଣାପଡିଛି। ସେ ମୁମ୍ବାଇରୁ ବନ୍ଧୁକ ଆଣି କାରବାର କରିବା ସହ ଦାଦାବଟି ଆଦାୟ କରୁଥିଲା। ଡି’ ବ୍ରଦର୍ସଙ୍କ ବିଷୟରେ ଅଧିକ ଜାଣିବା ପାଇଁ ମଣ୍ଟୁକୁ କମିଶନରେଟ୍ ପୋଲିସ୍ ପଚରାଉଚୁରା କରୁଛି। ମଣ୍ଟୁ ପାଖରୁ ଡି’ ବ୍ରଦର୍ସଙ୍କ ସମ୍ପର୍କରେ ଅନେକ ତଥ୍ୟ ପାଇପାରିବ ବୋଲି ଆଶା ରଖିଛି ପୋଲିସ୍।

ମଣ୍ଟୁକୁ ମିଶାଇ ଡି’ ବ୍ରଦର୍ସ ଲିଙ୍କ୍‌ରେ ବର୍ତ୍ତମାନ ସୁଦ୍ଧା ୨୧ ଜଣଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିସାରିଲାଣି।

ଅନ୍ୟପକ୍ଷରେ ସୁରକ୍ଷା ଦୃଷ୍ଟିରୁ ଡି’ ବ୍ରଦର୍ସଙ୍କୁ ଚୌଦ୍ୱାର ଜେଲ୍‌ରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗତକାଲି କଟକ ଏସ୍‌ଡିଜେମ୍‌ କୋର୍ଟରେ ଆବେଦନ କରିଥିଲା କମିଶନରେଟ୍ ପୋଲିସ୍। କୋର୍ଟ ବଡ଼ଭାଇ ସୁଶାନ୍ତକୁ ଭୁବନେଶ୍ୱରସ୍ଥିତ ଝାରପଡ଼ା ଓ ସାନଭାଇ ସୁଶୀଲକୁ ବାଲେଶ୍ୱର ଜେଲ୍‌କୁ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଛନ୍ତି।

ଏନେଇ ଚୌଦ୍ୱାର ଜେଲ୍ ଅଧୀକ୍ଷକ ନିରଞ୍ଜନ ଦାସ କହିଛନ୍ତି,“ଧଳସାମନ୍ତ ଭ୍ରାତାଙ୍କୁ ସ୍ଥାନାନ୍ତର ନେଇ କୋର୍ଟଙ୍କ ନିର୍ଦ୍ଦେଶ ଆଜି ଆମକୁ ମିଳିଛି। ଏହାକୁ ଜେଲ୍ ବିଭାଗ ଏଡିଜିଙ୍କ ନିକଟକୁ ପଠାଇ ଦିଆଯାଇଛି। ତାଙ୍କ ଆଦେଶ ପରେ ଧଳସାମନ୍ତ ଭ୍ରାତାଙ୍କୁ ଜେଲ୍‌ରୁ ସ୍ଥାନାନ୍ତର କରିବା ନେଇ ପ୍ରକ୍ରିୟା ଆରମ୍ଭ କରାଯିବ।”

ବାଲେଶ୍ୱର ଜେଲକୁ ସୁଶୀଲ ଧଳସାମନ୍ତଙ୍କୁ ବାଲେଶ୍ୱର ଜେଲ୍‌କୁ ସ୍ଥାନାନ୍ତର କରାଯିବାକୁ ଥିବା ବେଳେ ଜେଲ୍ କର୍ତ୍ତୃପକ୍ଷ ତତ୍ପର ହୋଇଉଠିଛନ୍ତି। ଜେଲ୍‌ରେ ଥିବା ସିସିଟିଭି ଓ ଜାମର୍ ବ୍ୟବସ୍ଥାର ଯାଞ୍ଚ ହୋଇଛି। ତେବେ ଏବେ ଏହି ଜେଲ୍‌ରେ ୫ ପଦବୀ ଖାଲି ପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story