ବର୍ଷିଲେ ଧର୍ମେନ୍ଦ୍ର: ମୋ’ ବିରୋଧରେ ଚକ୍ରବ୍ୟୂହ ରଚାଯାଇଥିଲା

କଟକ (ଓଡ଼ିଶା ରିପୋର୍ଟର): ଆଇଓସିଏଲ କର ରିହାତି ପ୍ରସଙ୍ଗକୁ ଉଠାଇ ଆଜି ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆୟକର ବିଭାଗର ଆପିଲେଟ୍‌ ଟ୍ରିବ୍ୟୁନାଲର ଭୂମିପୂଜା ଉତ୍ସବରେ ଯୋଗଦେବା ଅବସରେ ଧର୍ମେନ୍ଦ୍ର କହିଛନ୍ତି, ମୋ ବିରୋଧରେ ଚକ୍ରବ୍ୟୂହ ରଚନା କରାଯାଇଥିଲା। ସେ କହିଥିଲେ-“ଭାଟ୍‌କୁ ନେଇ ଆଇଓସିଏଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ମୁଣ୍ଡ ଟେକିଥିଲା। ଭାଟ୍‌ ବାବଦକୁ ୧୪୮୫ କୋଟି ଟଙ୍କା ଟିକସ ଦେବା ଲାଗି ଏକ ଡିମାଣ୍ଡ ନୋଟ ରାଜ୍ୟ […]

d.pradhan-criticized-cm-today

d.pradhan-criticized-cm-today

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 08:00 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଆଇଓସିଏଲ କର ରିହାତି ପ୍ରସଙ୍ଗକୁ ଉଠାଇ ଆଜି ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆୟକର ବିଭାଗର ଆପିଲେଟ୍‌ ଟ୍ରିବ୍ୟୁନାଲର ଭୂମିପୂଜା ଉତ୍ସବରେ ଯୋଗଦେବା ଅବସରେ ଧର୍ମେନ୍ଦ୍ର କହିଛନ୍ତି, ମୋ ବିରୋଧରେ ଚକ୍ରବ୍ୟୂହ ରଚନା କରାଯାଇଥିଲା।

ସେ କହିଥିଲେ-“ଭାଟ୍‌କୁ ନେଇ ଆଇଓସିଏଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ମୁଣ୍ଡ ଟେକିଥିଲା। ଭାଟ୍‌ ବାବଦକୁ ୧୪୮୫ କୋଟି ଟଙ୍କା ଟିକସ ଦେବା ଲାଗି ଏକ ଡିମାଣ୍ଡ ନୋଟ ରାଜ୍ୟ ସରକାର ଜାରି କରିଥିଲେ। ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ହାଇକୋର୍ଟ ମାମଲାରେ ହସ୍ତକ୍ଷେପ କରିବା ବଦଳରେ ଉଭୟ ପକ୍ଷ ଅପୋସ ସମାଧାନ ପାଇଁ ରାଜ୍ୟ ସରକାର ଓ ଆଇଓସିଏଲକୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କୋର୍ଟ ୨ ମାସ ସମୟ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜିଦ୍‌ ଛାଡି ଆଲୋଚନା ପାଇଁ ଆଗେଇ ଆସିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story